ETV Bharat / bharat

ବିଜେପି ନେତାଙ୍କ ହତ୍ୟାର ପ୍ରତିଶୋଧ, ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଲସ୍କର କମାଣ୍ଡର ମୃତ

author img

By

Published : Aug 18, 2020, 10:37 PM IST

ସୁରକ୍ଷା ବାହିନୀ ଲଶ୍କର-ଏ-ତୋୟବା କମାଣ୍ଡର ଉସମାନ ଭାଇ ନିହତ ହୋଇଥିବା ସୂଚନା ମିଳିଛି। ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କ ହତ୍ୟାରେ ଉସମାନ ସମ୍ପୃକ୍ତ ଥିଲା। ଅଧିକ ପଢନ୍ତୁ...

ବିଜେପି ନେତାଙ୍କ ହତ୍ୟାର ପ୍ରତିଶୋଧ, ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଲଶ୍କର କମାଣ୍ଡର ମୃତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରାମୁଲ୍ଲାରେ ଭାରତୀୟ ଜନତା ପାର୍ଟି ନେତା ୱାସିମ ବରୀଙ୍କ ହତ୍ୟାର ପ୍ରତିଶୋଧ ନେଇଛି ଭାରତୀୟ ସେନା । ବାରାମୁଲ୍ଲା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଲଶ୍କର-ଏ-ତୋୟବା କମାଣ୍ଡର ଉସମାନ ଭାଇ ଓ ସଜାଦ ଅଲିଆସ ହାଇଦର ନିହତ ହୋଇଥିବା ସୂଚନା ମିଳିଛି। ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କ ହତ୍ୟାରେ ଉସମାନ ସମ୍ପୃକ୍ତ ଥିଲା।

ଆତଙ୍କବାଦୀ ଉସମାନ ବିଜେପି ନେତା ୱାସିମ ବାରୀ, ତାଙ୍କ ଭାଇ ଏବଂ ପିତାଙ୍କୁ ହତ୍ୟା କରିଥିବା ଆଇଜି କୁମାର ରେଞ୍ଜ ବିଜୟ କୁମାର ସୂଚନା ଦେଇଛନ୍ତି। ତେବେ ଏହି ଟପ କମାଣ୍ଡରର ମୃତ୍ୟୁ ପୋଲିସ ଏବଂ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା।

ଗତ ମାସର 8 ତାରିଖ ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀମାନେ ୱାସିମ ବରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆତଙ୍କବାଦୀମାନେ ୱାସିମଙ୍କ ଭାଇ ଓ ବାପାଙ୍କୁ ମଧ୍ୟ ହତ୍ୟା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.