ETV Bharat / bharat

ସହବାଦ କୀର୍ତ୍ତନରେ ଯୋଗ ଦେଲେ ଅମିତ ଶାହ

author img

By

Published : Oct 13, 2019, 12:23 PM IST

ଗୁରୁନାନକଙ୍କ 550 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦିଲ୍ଲୀର ଇଣ୍ଡିଆ ଗେଟଠାରେ ଆୟୋଜିତ ସହବାଦ କୀର୍ତ୍ତନରେ ଅମିତ ଶାହଙ୍କ ଯୋଗଦାନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ଗୁରୁନାନକଙ୍କ ଜନ୍ମ ଜୟନ୍ତୀରେ ଆୟୋଜିତ ସହବାଦ ଅନ୍ନାଦ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନାନକଙ୍କ 550 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦିଲ୍ଲୀର ଇଣ୍ଡିଆ ଗେଟଠାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟିର ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଗୁରବାଣୀ ସାମିଲ ଥିଲା । କାର୍ଯ୍ୟକ୍ରମରେ ଅନେକ ସଂଖ୍ୟକ ଲୋକଙ୍କ ଯୋଗଦାନ ନେଇ ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟିର ସଭାପତି ତଥା ଅକାଳୀଦଳର ପ୍ରବକ୍ତା ମଞ୍ଜିନ୍ଦର ସିଂହ ସିରସା ଟ୍ବିଟ କରି ଧନ୍ୟବାଦ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.