ETV Bharat / bharat

ନାଗରିକତା ବିଲ ପ୍ରସଙ୍ଗରେ ଶିବସେନାକୁ ଗୃହମନ୍ତ୍ରୀ ଶାହଙ୍କ ଟାର୍ଗେଟ - ଶିବସେନାକୁ ଶାହଙ୍କ ଟାର୍ଗେଟ

ନାଗରିକତା ବିଲ୍‌କୁ ନେଇ ଶିବସେନାକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କ୍ଷମତା ପାଇଁ ଲୋକ ରଙ୍ଗ ବଦଳାଉଥିବା କହିଛନ୍ତି ସେ।

amit sah targets shivsena
ନାଗରିକତା ବିଲ ଉପରେ ଶିବସେନାକୁ ଶାହଙ୍କ ଟାର୍ଗେଟ
author img

By

Published : Dec 11, 2019, 8:11 PM IST

Updated : Dec 11, 2019, 11:39 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଶିବସେନାକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କ୍ଷମତା ପାଇଁ ଲୋକ ରଙ୍ଗ ବଦଳାଉଥିବା କହିଛନ୍ତି ସେ। ଶିବସେନା ରାତାରାତି କଣ ପାଇଁ ବଦଳିଗଲା ତାହା ମହାରାଷ୍ଟ୍ରର ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ନାଁ ନେଇ ତାଙ୍କୁ ଟାର୍ଟେଟ କରି ଏପରି ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ।

ନାଗରିକତା ବିଲ ପ୍ରସଙ୍ଗରେ ଶିବସେନାକୁ ଗୃହମନ୍ତ୍ରୀ ଶାହଙ୍କ ଟାର୍ଗେଟ

ସୋମବାର ଲୋକସଭାରେ ନାଗରିକ ସଂଶୋଧନ ବିଲ୍‌କୁ ଶିବସେନା ସମର୍ଥନ କରିଥିଲା । ହେଲେ ରାଜ୍ୟସଭାରେ ଏହି ବିଲ୍‌ ଆଗତ ହେବା ପରେ ଶିବସେନା ୟୁଟର୍ଣ୍ଣ ମାରିନେଇଛି । ବିଲ ପାରିତ ହେବା ନେଇ ହେବାକୁ ଥିବା ଭୋଟିଂ ସମୟରେ ବିଜେପିର ପୁରୁଣା ସହଯୋଗୀ ଶିବସେନା, ଏଥିରେ ଭାଗ ନେଇ ନପାରେ ବୋଲି ଚର୍ଚ୍ଚା ହେଉଛି ।

Intro:Body:

BLANK FOR LINK 

Conclusion:
Last Updated : Dec 11, 2019, 11:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.