ETV Bharat / bharat

ଲକଡାଉନରେ ସ୍ବାଭାବିକ ହେଲା ଆମାଜନ ସର୍ଭିସ - ଲକଡାଉନ

କିଛି ଦିନ ପାଇଁ ବନ୍ଦ ପଡିଥିବା ଆମାଜନର ସର୍ଭିସ ଏବେ ପୁଣି ଆରମ୍ଭ ହେବା ନେଇ ସୋମବାର ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି ଆମାଜନ । ଏହି ସର୍ଭିସ ବର୍ତ୍ତମାନ ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେବଳ ଲାଗୁ ହେବା ନେଇ ସୂଚନା ରହିଛି ।

lockdown india, lockdown, amazon service resumes in lockdown, amazon service, ଆମାଜନ ସର୍ଭିସ, ଭାରତ ଲକଡାଉନ, ଲକଡାଉନ, ଲକଡାଉନରେ ସ୍ବାଭାବିକ ହେବ ଆମାଜନ ସର୍ଭିସ
ଲକଡାଉନରେ ସ୍ବାଭାବିକ ହେଲା ଆମାଜନ ସର୍ଭିସ
author img

By

Published : Mar 31, 2020, 5:24 PM IST

ହାଇଦ୍ରାବାଦ: ଲକଡାଉନ ପାଇଁ ସାରା ଦେଶରେ ଜାରି ରହିଛି ଅଚଳାବସ୍ଥା । ଲୋକେ ଘରେ ରହିବାକୁ ବାଧ୍ୟ ଥିବା ବେଳେ ଅନଲାଇନ ସର୍ଭିସରେ ଲାଗିଥିବା ଅଙ୍କୁଶ ପାଲଟିଥିଲା ଚିନ୍ତାର କାରଣ । ଏମିତିରେ ଗ୍ରାହକଙ୍କ ପାଇଁ ଖୁସିର ଖବର ଆଣିଛି ଆମାଜନ । ଇ-କମର୍ସ ଜାଏଣ୍ଟ ଭାବେ ଜଣାଯାଉଥିବା ଆମାଜନ ଭାରତରେ ପୁଣି ଆରମ୍ଭ କରିଛି ଅନଲାଇନ ସର୍ଭିସ ।

କିଛି ଦିନ ପାଇଁ ବନ୍ଦ ପଡିଥିବା ଆମାଜନର ସର୍ଭିସ ଏବେ ପୁଣି ଆରମ୍ଭ ହେବା ନେଇ ସୋମବାର ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି ଆମାଜନ । ଏହି ସର୍ଭିସ ବର୍ତ୍ତମାନ ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେବଳ ଲାଗୁ ହେବା ନେଇ ସୂଚନା ରହିଛି । ଅନ୍ୟପଟେ ପୂର୍ବରୁ ଅର୍ଡର ହୋଇଥିବା ଜିନିଷ ମଧ୍ୟରୁ ଆବଶ୍ୟକ ମୁତାବକ ଜିନିଷକୁ ପ୍ରାଥମିକତା ଦେଇ ପ୍ରଥମେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପଦକ୍ଷେପ ନେବ ଆମାଜନ ।

ତେବେ ଏନେଇ ଧୈର୍ଯ୍ୟର ସହ ସାଥୀରେ ରହିଥିବାରୁ ସମସ୍ତ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଛି କମ୍ପାନୀ । ଅନ୍ୟପଟେ ବେଙ୍ଗାଲୁରୁ, ଭୁବନେଶ୍ବର, ଗୁରୁଗ୍ରାମ, ହାଇଦ୍ରାବାଦ, ଜୟପୁର, ଜାମଶେଦପୁର, ଲକ୍ଷ୍ନୌ, ଲୁଧିଆନା, ମୋହାଲି, ମୈସୁରୁ, ପାଟନା ଓ ରାୟପୁରରେ ଆମାଜନ ସର୍ଭିସ ସ୍ବାଭାବିକ ହେବା ନେଇ ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.