ETV Bharat / bharat

ତିନି ସେନା ମୁଖ୍ୟଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ - ତିନି ସେନା ମୁଖ୍ୟ

31 ଅକ୍ଟୋବରରେ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷିତ ହେବ କଶ୍ମୀର । ତେବେ ଏହାର ସୁରକ୍ଷା ଓ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗ ନେଇ ତିନି ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Oct 28, 2019, 1:34 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିମନ୍ତ୍ରଣ ପରେ ତିନି ସେନାମୁଖ୍ୟ ପହଁଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟରେ । ସ୍ଥଳସେନା ମୁଖ୍ୟ ବିପିନ ରାୱତ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଓ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ରାଜନାଥ ସିଂହଙ୍କୁ ଭେଟିଛନ୍ତି । ଏହି ସାକ୍ଷାତରେ ମୁଖ୍ୟ ପ୍ରସଙ୍ଗ କଶ୍ମୀର ସୁରକ୍ଷା ବୋଲି ଜଣା ପଡିଛି ।

ଆସନ୍ତା ଅକ୍ଟୋବର 31ରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବ କାଶ୍ମୀର । ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତିନି ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହାସହ ଘାଟି ସମ୍ପର୍କରେ ମଧ୍ୟ ଆଲୋଚନା ହେବା ନେଇ ରହିଛି ସୂଚନା । ଏହା ପୂର୍ବରୁ ଯେତେବେଳେ ପାକିସ୍ତାନର ଅସ୍ତ୍ର ବିରତୀ ଉଲଙ୍ଘନର ଜବାବ ଦେଇ ଭାରତୀୟ ସେନା ଆତଙ୍କୀ କ୍ୟାମ୍ପ ଗୁଡିକୁ ଧ୍ବଂସ କରିଥିଲା ରାଜନାଥ କହିଥିଲେ ଯେ ଆମେ ଏହି ଘଟଣା ଉପରେ ନଜର ରଖିଛୁ । ତେବେ ସେନା ମୁଖ୍ୟଙ୍କ ସହ ଏହି ଆଲୋଚନା ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.