ETV Bharat / bharat

କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ବାୟୁସେନା - କାର୍ଗିଲ

କାରଗିଲ ଯୁଦ୍ଧ ସମୟରେ ଶହୀଦ ହୋଇଥିବା ବାୟୁସେନା ଯବାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇବ ବାୟୁସେନା । ବାୟୁସେନା ମୁଖ୍ୟ ବିଏସ ଧନଓ୍ବାଙ୍କ ନେତୃତ୍ବରେ ବାୟୁସେନାର ହେଲିକପ୍ଟର ମିସିଂ ମ୍ୟାନ ଫର୍ମେସନରେ ଉଡାଣ ଭରିବେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 28, 2019, 11:42 PM IST

Updated : May 29, 2019, 8:25 AM IST

ଲକ୍ଷ୍ନୌ: କାରଗିଲ ଯୁଦ୍ଧ ସମୟରେ ଶହୀଦ ହୋଇଥିବା ବାୟୁସେନା ଯବାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇବ ବାୟୁସେନା । ସାରସ୍ବ ବେସ୍‌ରୁ ଭାରତୀୟ ବାୟୁସେନାର ହେଲିକପ୍ଟର ମିସିଂ ମ୍ୟାନ ଫର୍ମେସନରେ ଉଡାଣ ଭରିବ ।

ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ ଧନଓ୍ବାଙ୍କ ନେତୃତ୍ବରେ ହେଲିକପ୍ଟର ଉଡାଣ ଭରିବାକୁ ଥିବାବେଳେ ଏହି ଟିମରେ 14 କୋର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ବାଇକେ ଯୋଶୀ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

ପୂର୍ବରୁ ସୋମବାର ଦିନ କାରଗିଲ ଯୁଦ୍ଧର ସଫେଦ ସଦର ଅପରେସନରେ ଶହୀଦ ହୋଇଥିବା ସ୍କ୍ବାର୍ଡନ ଲିଡର ଅଜୟ ଆହୁଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମିଗ 21ର ସ୍କ୍ବାର୍ଡନ ଉଡାଣ ଭରିଥିଲା ।

Intro:Body:Conclusion:
Last Updated : May 29, 2019, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.