ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା । ଡାକ୍ତରଙ୍କ ପରେ ଏବେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଜ କବଳକୁ ନେଇ କୋରୋନା । ଦିଲ୍ଲୀ ଏମ୍ସର ଜଣେ ନର୍ସିଂ ଅଧିକାରୀ ଏବଂ ତାଙ୍କର 20 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପୂର୍ବରୁ ନର୍ସିଂ ଅଧିକାରୀଙ୍କ ସ୍ବାମୀ କୋରୋନା ପଜିଟିଭ ଚିହ୍ନଟ ହୋଇ ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାମୀଙ୍କୁ ଜାଜରର ହେଲଥ କେୟାରକୁ ସ୍ଥାନାନ୍ତର କରାଯାଇଛି ।
@ANI