ETV Bharat / bharat

ମାଓ ଦମନ ଅଭିଯାନ: ଗୁଳିବିନିମୟରେ 2 ନକ୍ସଲ ନିପାତ - ମାଓ ଦମନ ଅଭିଯାନ

ଆନ୍ଧ୍ର- ଓଡିଶା ସୀମାରେ ଗୁଳିବିନିମୟରେ ସୋମବାର 2 ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ବିଶାଖାପାଟନମ ଗୁମ୍ମିରେଭୁଲାର ଗୁଡେମ କୋଟା ଭିଦି ମଣ୍ଡଳ ଅଞ୍ଚଳରେ ଘଟଣା ଘଟିଛି ।

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ
author img

By

Published : Sep 24, 2019, 10:47 AM IST

ହାଇଦ୍ରାବାଦ: ପୁଣିଥରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଆନ୍ଧ୍ର- ଓଡିଶା ସୀମାରେ ଗୁଳିବିନିମୟରେ ସୋମବାର 2 ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ବିଶାଖାପାଟନମ ଗୁମ୍ମିରେଭୁଲାର ଗୁଡେମ କୋଟା ଭିଦି ମଣ୍ଡଳ ଅଞ୍ଚଳରେ ଘଟଣା ଘଟିଛି । ପାଖାପାଖି 20 ମିନିଟ ଧରି ଏହି ଗୁଳିବିନିମୟ ଜାରି ରହିଥିଲା ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ସୂଚନା ଅନୁସାରେ, ରବିବାର କୋତାବିଦି ଜଙ୍ଗଲରେ ଏନ୍ କାଉଣ୍ଟର ହୋଇଥିଲା । ଯାହାଫଳରେ ଗ୍ରେହାଉଣ୍ଡ ଯବାନଙ୍କ ଗୁଳିରେ 3 ମାଓବାଦୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଜବତ ହୋଇଥିଲା ।

ରବିବାରର ଏନକାଉଣ୍ଟରରେ ତିନି ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତକ ହେଲେ ଅଜୟ, ବୁଦ୍ରି ଓ ବିମା । ସମସ୍ତେ ଛତିଶଗଡର ବୋଲି ଜଣାପଡିଛି ।

Intro:Body:

Once again crossfire happened in Andhra Orissa boarder in the region of Andhrapradesh. This incident happned near Gummirevula of Gudem Kotta Veedhi mandal in Visakhapatnam district. Near by 20 minuts, firing continued between mavoists and police force. Yesterday also happend the same incident, and 3 mavoists were killed, and some other managed to escape in forest. Today police done coombing in forest area near Gummirevula area. In this process, 2 sides were faced and firing was happen. No casualities are reported till now. Police seized firing meterial along with some weapons of mavoists. And also, police bring 3 dead bodies of mavoists from forest area, who died yesterday crossfire. Those 3 identified as Ajay, Budri, Bima of Chattisgarh state. These 3 dead bodies may undergo postmartam on tuesday in Narsipatnam government hospital of visakhapatnam district.

--

విశాఖ జిల్లా గూడెంకొత్త వీధి మండలం గుమ్మిరేవుల వద్ద మరోసారి పోలీసులకు, మావోయిస్టులకు మధ్య ఎదురుకాల్పులు జరిగాయి. అటవీప్రాంతంలో దాదాపు 20 నిమిషాలపాటు తుపాకుల శబ్దాలు వినిపించాయి. నిన్నటి ఎదురుకాల్పుల్లో ముగ్గురు మవోలు మృతి చెందారు. మరి కొందరు అడవిలోకి వెళ్లినట్టు తెలుస్తోంది. వారి కోసం గాలింపు చేపట్టిన పోలీసు బలగాలకు.. మావోయిస్టులు తారసపడిన సందర్భంలో.. మరోసారి ఎదురుకాల్పులు జరిగాయి. ఈ ఘటనలో మరికొంతమంది మావోయిస్టులు గాయపడి ఉండవచ్చని పోలీసులు అనుమానిస్తున్నారు. కొన్ని ఆయుధాలను పోలీసుల స్వాధీనం చేసుకున్నారు. మరోవైపు నిన్న మృతి చెందిన మావోయిస్టుల మృతదేహాలను పోలీసులు అటవీ ప్రాంతం నుంచి రహదారి మార్గానికి తీసుకువచ్చారు. వారిని చత్తీస్​గఢ్​కు చెందిన అజయ్, బుద్రి, బిమ లుగా గుర్తించారు. ఈ మృతదేహాలకు నర్సీపట్నం ప్రభుత్వ ఆసుపత్రిలో మంగళవారం పోస్ట్ మార్టం నిర్వహించే అవకాశం ఉంది.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.