ETV Bharat / bharat

ଫଡନାଭିସଙ୍କ ଇସ୍ତଫା ପରେ ପତ୍ନୀ କହିଲେ ‘ଆମେ ପୁଣି ଫେରିବୁ’ - amrita fadnavis tweet

ବହୁ ବାଦବିବାଦ ପରେ ଶେଷରେ ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।  ଇସ୍ତଫା ପରେ ତାଙ୍କ ଧର୍ମପତ୍ନୀ ଅମୃତା ଫଡନାଭିସ ସୋସିଆଲ ମିଡିଆରେ ଟ୍ବିଟ କରି ଆମେ ପୁଣି ଫେରିବୁ ବୋଲି କହିଛନ୍ତି ।

maharastra politics
ଫାଇଲ ଫଟୋ
author img

By

Published : Nov 27, 2019, 8:35 AM IST

Updated : Nov 27, 2019, 9:56 AM IST

ମୁମ୍ବାଇ: ବହୁ ବାଦବିବାଦ ପରେ ଶେଷରେ ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଇସ୍ତଫା ପରେ ତାଙ୍କ ଧର୍ମପତ୍ନୀ ଅମୃତା ଫଡନାଭିସ ସୋସିଆଲ ମିଡିଆରେ ଭାବବିହ୍ବଳ ଟ୍ବିଟ୍ କରିଛନ୍ତି ।

maharastra politics
ଫଟୋ ସୌଜନ୍ୟ:ଟ୍ବିଟର@fadnavis_amruta

ସେ ଟ୍ବିଟ୍ ଜରିଆରେ କହିଛନ୍ତି, ପଲଟକେ ଆଉଙ୍ଗା ଶାଖୋପେ ଖୁବସୁରତ ଲେକର, ଖୀଜାକୀ ଜନ୍ଦପେ ହୁଁ ମୌସମ ଜରା ବଦଲନେ ଦେ ! ଅମୃତା ଫଡନାଭିସ ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଦେବା ସହ ସେ ପୁଣି ଫେରିବା ନେଇ ଏହି ଟ୍ବିଟ୍‌ରେ ଦର୍ଶାଇଛନ୍ତି ।

ପ୍ରକାଶଥାଉକି, ନଭେମ୍ବର 28ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶିବାଜୀ ପାର୍କରେ ଗୋପନୀୟତାର ଶପଥ ପାଠ କରିବେ। ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ।

Intro:Body:

BLANK

Conclusion:
Last Updated : Nov 27, 2019, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.