ETV Bharat / bharat

ଦୁର୍ଘଟଣାରେ ଦମ୍ପତି ମୃତ, 3 ଘଣ୍ଟା ଧରି ଟ୍ରାଫିକ ଜାମ୍ - 3 ଘଣ୍ଟା ଧରି ଟ୍ରାଫିକ ଜାମ୍

ହାଇଦ୍ରାବାଦର ଜାତୀୟ ରାଜପଥ 65ରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଏକ ସରକାରୀ ବସ ବାଇକକୁ ଧକ୍କା ଦେବା ଫଳରେ ଦମ୍ପତି ମୃତ୍ୟୁବରଣ କରିଥିଲେ ଯାହା ଫଳରେ 3ଘଣ୍ଟା ପାଇଁ ରାସ୍ତା ଜାମ ହୋଇଥିଲା ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ
author img

By

Published : Oct 31, 2019, 1:35 PM IST

ହାଇଦ୍ରାବାଦ: ସଡକ ଦୁର୍ଘଟଣା ପରେ ଆଜି ହାଇଦ୍ରାବାଦର ଜାତୀୟ ରାଜପଥ 65ରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ସକାଳ ସମୟରେ ଏକ ବାଇକରେ ଦମ୍ପତି ଆସୁଥିବା ବେଳେ ଛକ ନିକଟରେ ଧକ୍କା ଦେଇଥିଲା ଆନ୍ଧ୍ର ପ୍ରଦେଶ ସରକାରୀ ବସ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ତେବେ ଘଟଣାର ଖବର ପାଇ ପହଞ୍ଚିଥିଲେ ମୃତ ଦମ୍ପତିଙ୍କ ପରିବାର ଓ ସମ୍ପର୍କୀୟ ମାନେ। ଧାରଣା ଦେବା ସହ ନ୍ୟାୟ ପାଇଁ ଦାବି କରିବା ସହ ଦୀର୍ଘ 3 ଘଣ୍ଟାରୁ ଅଧିକ ସମୟ ଧରି ଅଡି ବସିଥିଲେ । ଯାହାଫଳରେ ଟ୍ରାଫିକ ଜାମ ହୋଇଥିଲା । ଉଭୟ ପାର୍ଶ୍ବରୁ ଆସୁଥିବା ଶହ ଶହ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା ।

ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଅଫିସ କର୍ମଚାରୀ, ସ୍କୁଲ ଓ କଲେଜ ବସ ସହ ଟ୍ରକ ମଧ୍ୟ ଅଟକି ରହିଥିଲା । ପରେ ପୋଲିସ, ଟ୍ରାଫିକ ପୋଲିସ ପହଞ୍ଚି ନିଜ ପାରୁ ପର୍ଯ୍ୟନ୍ତ ଟ୍ରାଫିକ ଜାମକୁ ନିୟନ୍ତ୍ରଣ କରିବାରେ ଚେଷ୍ଟା ଚଳାଇଥିଲେ ।

Intro:Body:

Huge traffic Jam at NH65 near ORR Hyderabad

 Over 10km traffic jam happend near Pedda amberpet of Rangareddy dist  on NH65. Nearly 3 hours traffic was jamed. It happend due to protest for accident which was happend in the morning hours. A two wheeler was hit by Thuni Depo Bus(AP) and the couple who are travelling on bike were died on spot. Relatives of deceased got angry and demanded for justice. Police rushed into the spot and cleared the issue.  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.