ETV Bharat / bharat

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଛି। ଏନେଇ ଆଣ୍ଟି କରପସନ ବ୍ୟୁରୋରେ ଅଭିଯୋଗ କରାଯାଇଛି।

author img

By

Published : Jan 10, 2020, 5:56 PM IST

Jharkhand Chief Minister Raghubar Das
ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନାମରେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ଆଣ୍ଟି କରପସନ ବ୍ୟୁରୋରେ ଅଭିଯୋଗ କରାଯାଇଛି। ଝାଡଖଣ୍ଡ ମୋମେଣ୍ଟମ ସମିଟ ଘୋଟଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ଦର୍ଶାଯାଇଛି। ଖୁବ ଶୀଘ୍ର ଏହି ମାମଲାକୁ ଉଚ୍ଚ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରାଯିବ।

ରଘୁବର ଦାସ 2014ରୁ 2019 ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ। ଏହା ସହ ସେ ଶିବୁ ସୋରେନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

Intro:Body:

vcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.