ETV Bharat / bharat

କର୍ଣ୍ଣାଟକରେ କେନାଲକୁ ଖସିଲା ସ୍କୁଲ ବସ: ଜଣେ ଛାତ୍ର ମୃତ, 14 ଗୁରୁତର

author img

By

Published : Jan 4, 2020, 12:13 PM IST

କର୍ଣ୍ଣାଟକର ଜେରୁସପ୍ପା ନିକଟରେ ଥିବା ଏକ କେନାଲକୁ ସ୍କୁଲ ଛାତ୍ରଛାତ୍ରୀ ଥିବା ଏକ ଟୁରିଷ୍ଟବସ ଖସିପଡିବାରୁ ଜଣେ ଛାତ୍ର ମୃତ । 14 ଜଣ ଗୁରୁତର ଆହତ। ଅଧିକ ପଢନ୍ତୁ...

A tourist bus carrying school students from Andhra Pradesh
କର୍ଣ୍ଣାଟକରେ ସଡକ ଦୁର୍ଘଟଣା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସଡକ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ କର୍ଣ୍ଣାଟକର ଜେରୁସପ୍ପା ନିକଟରେ ଥିବା ଏକ କେନାଲକୁ ଖସିପଡିଛି । ଫଳରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବାବେଳେ 14 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କର୍ଣ୍ଣାଟକରେ କେନାଲକୁ ଖସିଲା ସ୍କୁଲ ବସ

ମୃତ ଛାତ୍ର ଜଣକ ହେଲେ14 ବର୍ଷର ଟି ଭାଷା ଫକରୁଦ୍ଦୀନ । ଗୁରୁତର ଛାତ୍ର ଓ ଶିକ୍ଷକଙ୍କୁ ମନିପାଲ, ଉଡୁପି ଓ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଶୁକ୍ରବାର ରାତିରେ ହୋନ୍ନାବର ତାଲୁକାର ଗେରୁସୋପାର ସୋଲେମାର୍କି କ୍ରସ ନିକଟରେ ହୋଇଛି ।

ଆନ୍ଧ୍ରପ୍ରଦେଶ ଅନନ୍ତପୁରା ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ କର୍ଣ୍ଣାଟକର ସିଗନାଦୁରୁ, ଜୋଗ ଫଲସ ଓ ମୁରୁଦେଶ୍ବର ଆଦି ସ୍ଥାନକୁ ବୁଲିବାକୁ ଆସିଥିଲେ । ବସରେ ସମୁଦାୟ 44 ଜଣ ଛାତ୍ରଛାତ୍ରୀ, 9 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ 4 ଜଣ ରୋଷେୟା ଥିଲେ ।

Intro:Body:

Honnavara (Uttara kannada): A tourist bus carrying school students from Andhra Pradesh crashed into a canal near Gerusoppa. One student died on spot and more than 14 people seriously injured in this incident. 

The deceased was identified as T Bhasha Fakruddin (14).Seriously injured students and teachers have been sent to Manipal, Udupi and other different private hospitals. Rest of them have been sent to taluk govt hospital.

The incident occured Friday night near Gerusoppa Soolemarki cross in Honnavar taluk of Uttara kannada district. The students of govt highschool of Ananthapura district of AP came to Karnataka to visit tourist places including Siganduru, Jog falls, Murudeshwara etc. 

44 students, 9 teachers and 4 cooking staff were there in the bus. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.