ETV Bharat / bharat

ଓୱେସୀଙ୍କ ନାଁରେ ସୁଲତାନ ବଜାର ପୋଲିସ ଷ୍ଟେସନରେ ଏତଲା - ଏତଲା

ଆସାଉଦ୍ଦିନ ଓୱେସୀଙ୍କ ନାମରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସୁଲତାନ ବଜାର ପୋଲିସ ଷ୍ଟେସନରେ ଏହି ଏତଲା ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Jul 26, 2019, 11:37 PM IST

ହାଇଦ୍ରାବାଦ: ଏଆଇଏମଆଇଏମ ନେତା ଆସାଉଦ୍ଦିନ ଓୱେସୀଙ୍କ ନାମରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସୁଲତାନ ବଜାର ପୋଲିସ ଷ୍ଟେସନରେ ଏହି ଏତଲା ଦିଆଯାଇଛି । ହିନ୍ଦୁମାନଙ୍କ ବିରୁଦ୍ଧରେ ମୁସଲମାନ ମାନଙ୍କୁ ଉସୁକାଉଥିବା ଏହି ଅଭିଯୋଗରେ ଦର୍ଶାଯାଇଛି ।

ଗତ ମଙ୍ଗଳବାର ଏକ ସଭାରେ କହିଥିଲେ, "ଲୋକେ ସେହି ଲୋକଙ୍କୁ ଡରାନ୍ତି ଯେ ଶୀଘ୍ର ଡରିଯାନ୍ତି । ସେମାନେ ସେହି ଲୋକଙ୍କୁ ଡରନ୍ତି ଯେଉଁମାନେ ତାଙ୍କୁ ଡରାଇବା ଜାଣନ୍ତି । ଆରଏସଏସ ତାଙ୍କୁ କଣ ପାଇଁ ଘୃଣା କରୁଛି ? କାରଣ ସେମାନେ ମୋର 15 ମିନିଟର ବୟାନରେ କାବୁ ହେବାପାଇଁ ସକ୍ଷମ ନୁହନ୍ତି" ।

ସେ ଗତ 2013 ମସିହାରେ ହିନ୍ଦୁ-ମୁସଲିମ ଅନୁପାତକୁ ସମାନ ସ୍ଥିତିକୁ ଆଣିବାକୁ 15 ମିନିଟ ପାଇଁ ପୋଲିସ ପ୍ରତ୍ୟାହାର କରିବାକୁ କହିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.