ETV Bharat / bharat

ହାର ମାନିଲା କୋରୋନା , ଜିତିଲେ 94 ବର୍ଷିୟ ବୃଦ୍ଧା - ହାର ମାନିଲା କୋରୋନା , ଜିତିଲେ 94 ବର୍ଷିୟ ବୃଦ୍ଧା

କୋରୋନାକୁ ହରାଇଲେ 94 ବର୍ଷିୟ ବୃଦ୍ଧା । କୋଭିଡରେ ସଂକ୍ରମିତ ପରେ ହୋଇଥିଲେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ.....

94-year-old COVID survivor goes home
ହାର ମାନିଲା କୋରୋନା , ଜିତିଲେ 94 ବର୍ଷିୟ ବୃଦ୍ଧା
author img

By

Published : Jul 7, 2020, 6:42 AM IST

ହାଇଦ୍ରାବାଦ : ହାର ମାନିଲା କୋରୋନା ଆଉ ଜିତିଲେ ବୃଦ୍ଧା । ବୟସର ଶେଷ ପାହାଚରେ ପହଞ୍ଚିଥିଲେ ବି କୋରୋନାକୁ ହରାଇଛନ୍ତି ସେ । ଆମେ କହୁଛୁ, ହାଇଦ୍ରାବାଦର ପି.ବିଜୟ ଲକ୍ଷ୍ମୀଙ୍କ କଥା । ବୃଦ୍ଧାଙ୍କୁ ବୟସ 94 ହେବ । ହେଲେ ସେ କୋରୋନା ମହାମାରୀକୁ ହରାଇ ଦେଇଛନ୍ତି । ଏବେ ସେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି । ପି.ବିଜୟଲକ୍ଷ୍ମୀ କୋରୋନାରେ ସଂକ୍ରମିତ ହୋଇ ଜୁନ 17ରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଚିକିତ୍ସା ମଧ୍ୟ ଚାଲିଥିଲା । ହେଲେ ଜୁଲାଇ 6 ତାରିଖରେ ସେ ମେଡିକାଲରୁ ସୁସ୍ଥ ହୋଇ ଫେରିଛନ୍ତି ।

ତେବେ ଭାରତରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କିଛି କମ ନାହିଁ । ତେଲେଙ୍ଗାନାର କୋରୋନା ପଜେଟିଭଙ୍କ ସଂଖ୍ୟା 23902 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 295 ରହିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.