ETV Bharat / bharat

ବସ-ବୋଲେରୋ ଧକ୍କାରେ 9 ମୃତ, କ୍ଷତିପୂରଣ ଘୋଷଣା କଲେ ଯୋଗୀ - bus and Bolero accident

ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା । ବସ ସହ ଧକ୍କା ହେଲା ବୋଲେରୋ । 9 ମୃତ । ସେପଟେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ବସ ସହ ବୋଲେର ଧକ୍କାରେ 7 ମୃତ, 32 ଗୁରତର
ବସ ସହ ବୋଲେର ଧକ୍କାରେ 7 ମୃତ, 32 ଗୁରତର
author img

By

Published : Oct 17, 2020, 7:15 AM IST

Updated : Oct 17, 2020, 12:22 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲିଭିତ ଅଞ୍ଚଳରେ ସଡକ ଦୁର୍ଘଟଣା । ବସ ସହିତ ପିଟି ହେଲା ବୋଲେରୋ । ଫଳରେ 9 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 32 ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ପୁରାନାପୁର ଅଞ୍ଚଳରେ ଘଟିଥିବା ନେଇ ପିଲଭିତର ଏସପି ଜୟପ୍ରକାଶ ସୂଚନା ଦେଇଛନ୍ତି ।

ସେପଟେ ସମସ୍ତ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ଯୋଗୀ । ସମସ୍ତଙ୍କୁ ଚିକିତ୍ସା ଯୋଗାଇବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ବସ ସହ ବୋଲେର ଧକ୍କାରେ 7 ମୃତ, 32 ଗୁରତର
ବସ ସହ ବୋଲେର ଧକ୍କାରେ 7 ମୃତ, 32 ଗୁରତର

ବସଟି ଲକ୍ଷ୍ନୌର ପିଲିଭିତ ଅଞ୍ଚଳରୁ ଆସୁଥିବାବେଳେ, ବୋଲରଟି ପୁରାଇପୁର ଆସୁଥିଲା । ପୁରାମପୁର ବୋର୍ଡର ନିକଟରେ ବସ ସହ ବୋଲର ବାଡେଇ ହେବା ପରେ ବସଟି ଭାରସାମ୍ୟ ହାରଇ ଓଲଟି ପଡିବାରୁ 7 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଗୁରୁତର ହୋଇପଡିଛନ୍ତି ।

ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯିବା ସହ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପଟିଲାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ପିଲିଭିତ ଅଞ୍ଚଳର ବୋଲି ଏସପି କହିଛନ୍ତି ।

@ANI

Last Updated : Oct 17, 2020, 12:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.