ETV Bharat / bharat

ମୁମ୍ବାଇ ସ୍ଥିତ ଏସିଆର ସର୍ବବୃହତ ବସ୍ତି ଧରାଭିରେ ପ୍ରଥମ କୋରୋନା ସଂକ୍ରମିତ ମୃତ - ମୁମ୍ବାଇ କୋରୋନା

ଏସିଆ ମହାଦେଶର ସବୁଠାରୁ ଜନବହୁଳ ବସ୍ତି ଭାବରେ ଜଣାଶୁଣା ମୁମ୍ବାଇର ଧରାଭି ବସ୍ତିରେ COVID-19 ରେ ସଂକ୍ରମିତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି | ଧରାଭିରେ ରହୁଥିବା ଜଣେ 56 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବିଏମସି ଏକ ବିବୃତିରେ କହିଛନ୍ତି । ଅଧିକ ପଢନ୍ତୁ...

Dharavi
Dharavi
author img

By

Published : Apr 1, 2020, 11:33 PM IST

ମୁମ୍ବାଇ: କୋରୋନା ମହାମାରୀରେ ଏସିଆ ମହାଦେଶର ସବୁଠାରୁ ଜନବହୁଳ ବସ୍ତି ଭାବରେ ଜଣାଶୁଣା ମୁମ୍ବାଇର ଧରାଭି ବସ୍ତିରେ COVID-19 ରେ ସଂକ୍ରମିତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ଧରାଭିରେ ରହୁଥିବା ଜଣେ 56 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବିଏମସି ଏକ ବିବୃତିରେ କହିଛି ।

ସୂଚନା ଅନୁସାରେ କୋରୋନାଭାଇରସ୍ ପାଇଁ ପଜିଟିଭ୍ ଟେଷ୍ଟ ରିପୋର୍ଟ ଆସିବା ପରେ ସନ୍ଧ୍ୟାରେ ସିଓନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧରାଭିରେ 56 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ମାର୍ଚ୍ଚ 29 ରେ ସିଓନ୍ ହସ୍ପିଟାଲରେ ଏହି ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା । ବୁଧବାର ତାଙ୍କ ରିପୋର୍ଟରୁ ଜଣାପଡିଛି ଯେ ସେ କୋରୋନାଭାଇରସ୍ ପଜିଟିଭ୍ ଥିଲେ। ତାଙ୍କର ଜ୍ୱର, କାଶ, ଶ୍ୱାସକ୍ରିୟା ଭଳି ଲକ୍ଷଣ ଥିଲା ଏବଂ କିଡନୀ ସମସ୍ୟା ମଧ୍ୟ ଥିଲା ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.