ETV Bharat / bharat

ଦେଶରେ ଗୋଟିଏ ଦିନରେ 54,044 କୋରୋନା ଆକ୍ରାନ୍ତ, 717 ମୃତ - india corona news

ପୂର୍ବ ଅପେକ୍ଷା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବାବେଳେ, ଏବେ ମଧ୍ୟ ପ୍ରତ୍ୟେକ ଦିନ 50 ହଜାରରୁ ଅଧିକ ପଜିଟିଭ ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...

ଦେଶରେ ଗୋଟିଏ ଦିନରେ 54,044 କୋରୋନା ସଂକ୍ରମଣ ରିପୋର୍ଟ, 717 ମୃତ

author img

By

Published : Oct 21, 2020, 10:25 AM IST

ନୂଆଦିଲ୍ଲୀ: ଦେଶରେ କମିବାର ନାଁ ଧରୁନି କୋରୋନା ସଂକ୍ରମଣ ସଂଖ୍ୟା। ପ୍ରତ୍ୟେକ ଦିନ ବହୁଳ ଭାବେ କୋଭିଡ ପଜିଟିଭ ରିପୋର୍ଟ ହେଉଛି। ଯାହା ଏବେ 76 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ପାର କରିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 54 ହଜାର 044ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 717 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 76 ଲକ୍ଷ 51 ହଜାର108 ହଜାର ଟପିଛି। ସେହିପରି ନୂଆ ମୃତ୍ୟୁ ରିପୋର୍ଟକୁ ମିଶାଇ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ15 ହଜାର 914 ଲୋକଙ୍କର ଜୀବନ ଯାଇଛି।

ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 67 ଲକ୍ଷ 95 ହଜାର 103 ଜଣ ସୁସ୍ଥ ହୋଇଥିବାବେଳେ, ଏବେବି 7 ଲକ୍ଷ 40 ହଜାର 090 ଜଣ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.