ETV Bharat / bharat

କ୍ବାରେଣ୍ଟାଇନକୁ ଗଲେ 50 ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ଡାକ୍ତର

ଝାଡଖଣ୍ଡର ବୋକାରୋ ଜେନେରାଲ ମେଡିକାଲରେ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା 50 ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ଡାକ୍ତରଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଥିବା ବୋକାରୋ ଡେପୁଟି ଡିସି ରବି ରଞ୍ଜନ ମିଶ୍ର ।

corona
କ୍ବାରେଣ୍ଟିନକୁ ଗଲେ 50 ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ଡାକ୍ତର
author img

By

Published : Apr 12, 2020, 9:50 AM IST

ରାଞ୍ଚି: 50 ସ୍ବାସ୍ଥ୍ୟ କର୍ମଚାରୀ ସମେତ ଡାକ୍ତରଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଛି । ଝାଡଖଣ୍ଡର ବୋକାରୋ ଜେନେରାଲ ମେଡିକାଲରେ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା 50 ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ଡାକ୍ତରଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଥିବା ବୋକାରୋ ଡେପୁଟି ଡିସି ରବି ରଞ୍ଜନ ମିଶ୍ର ।

ତେବେ ବର୍ତ୍ତମାନ ଝଡଖଣ୍ଡରେ 17 କୋରୋନା ଆକ୍ରାନ୍ଚ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 7500 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 6634 ଆକ୍ରାନ୍ତ ଆକ୍ଟିଭ, 652 ଜଣ ସୁସ୍ଥ ଏବଂ 242 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.