ETV Bharat / bharat

ଦେଶରେ 24 ଘଣ୍ଟାରେ 45149 କୋରୋନା ଆକ୍ରାନ୍ତ ଚିହ୍ନଟ, 480 ମୃତ - କୋରୋନା ସଂକ୍ରମଣ

ଦେଶରେ ଥମୁନି ସଂକ୍ରମଣ ସଂଖ୍ୟା । ଗୋଚିଏ ଦିନରେ 45 ହଜାର 149ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶର ମୋଟ କୋରୋନା ସଂଖ୍ୟା 79,09,960 ବୃଦ୍ଧି
ଦେଶର ମୋଟ କୋରୋନା ସଂଖ୍ୟା 79,09,960 ବୃଦ୍ଧି
author img

By

Published : Oct 26, 2020, 10:10 AM IST

ନୂଆଦିଲ୍ଲୀ: 79 ଲକ୍ଷ ପାର କରିଛି ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ସଂକ୍ରମଣ ବ୍ୟାପିବାରେ 7 ମାସରୁ ଅଧିକ ହୋଇଥିବାବେଳେ, ଏପର୍ଯ୍ୟନ୍ତ ଏହା କମିବାର ନାଁ ଧରୁନି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 45 ହଜାର 149ଜଣ ଆକ୍ରାନ୍ତ ହୋଇଥିବାବେଳେ, ଏଥିରେ 480 ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ରବିବାର ରିପୋର୍ଟ ହୋଇଥିବା ସଂକ୍ରମଣ ସଂଖ୍ୟାକୁ ମିଶାଇ ମୋଟ 79 ଲକ୍ଷ 09 ହଜାର 960 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ 1 ଲକ୍ଷ 19 ହଜାର 014 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ 71 ଲକ୍ଷ 37 ହଜାର 229 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 6 ଲକ୍ଷ 53 ହଜାର 717 ଜଣ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.