ETV Bharat / bharat

ସୀମାରେ ପରାକ୍ରମ ଦେଖାଇଲେ 40 ହଜାର ଯବାନ - ଭାରତୀୟ ସେନାର ଯୁଦ୍ଧାଭ୍ୟାସ

ପାକିସ୍ତାନ ସୀମାରେ ଭାରତୀୟ ଯବାନ ଯୁଦ୍ଧଭ୍ୟାସ କରିଥିବା ଦେଖିବାକୁ ମିଳିଛି । ପାଖାପାଖି 40 ହଜାରରୁ ଊର୍ଦ୍ଧ୍ବ ଯବାନ ଏଥିରେ ସାମିଲ ହୋଇଥିଲେ।

ସୀମାରେ ପରାକ୍ରମ ଦେଖାଇଲେ 40 ହଜାର ଯବାନ
author img

By

Published : Nov 16, 2019, 10:21 AM IST

ଶ୍ରୀନଗର: ଶତ୍ରୁ ମାତ୍ ଦେବାକୁ ଯୋଜନା ଚଳାଇଛି ଭାରତୀୟ ସେନା । ଆତଙ୍କବାଦୀକୁ କଡା ଜବାବ ଦେବା ପାଇଁ ପାକିସ୍ତାନ ସୀମାରେ ଭାରତୀୟ ସେନା ପକ୍ଷରୁ ଯୁଦ୍ଧଭ୍ୟାସ କରିଥିବା ଦେଖିବାକୁ ମିଳିଛି । ଏଥିରେ 40 ହଜାରରୁ ଊର୍ଦ୍ଧ୍ବ ଯବାନ ସାମିଲ ହୋଇଥିଲେ।

ଏହି ଯୁଦ୍ଧଭ୍ୟାସରେ ପ୍ରଥମ ଥର ପାଇଁ ଯବାନ ମାନେ ସୁଟର ଗ୍ରେଡ ସେନ୍ସର ବ୍ୟବହାର କରିଥିଲେ । ପାକିସ୍ତାନ ସୀମା ନିକଟସ୍ଥ ବାଡମେର ଜିଲ୍ଲାରେ ଯବାନ ଯୁଦ୍ଧାଭ୍ୟାସ ବେଳେ ନିଜର ପରାକ୍ରମ ଦେଖାଇଥିଲେ । ଏହି ଅଭ୍ୟାସ ବେଳେ ଆର୍ମଡ, ଆର୍ଟିଲାରି, ଆର୍ମି ଏୟାର ଡିଫେନ୍ସ ଓ ହେଲିକପ୍ଟର ପ୍ରଦର୍ଶନ କରାଯାଇଥିଲା।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.