ETV Bharat / bharat

ନନ୍ଦାଦେବୀ ପର୍ବତାରୋହୀ ସଙ୍କଟ: 4 ଉଦ୍ଧାର, 8 ନିଖୋଜ - 8 still missing

ନନ୍ଦାଦେବୀ ଶିଖରକୁ ଯାଇଥିବା 12 ପର୍ବତାରୋହୀଙ୍କ ମଧ୍ୟରୁ 4 ବ୍ରିଟିଶ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ମଧ୍ୟରୁ 8 ଜଣ ଏବେବି ନିଖୋଜ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 3, 2019, 11:12 AM IST

ନୂଆଦିଲ୍ଲୀ: ନନ୍ଦା ଦେବୀ ଶିଖରକୁ ଯାଇଥିବା 12 ପର୍ବତାରୋହୀଙ୍କ ମଧ୍ୟରୁ 4 ବ୍ରିଟିଶ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ମଧ୍ୟରୁ 8 ଜଣଙ୍କ ସନ୍ଧାନ ଏବେ ମଧ୍ୟ ଜାରି ରହିଛି ।

ଏହି ପର୍ବତାରୋହୀ ଦଳ ମେ 13ରେ ପର୍ବତ ଆରୋହଣ ଆରମ୍ଭ କରିଥିଲେ । 26 ମେ ପର୍ଯ୍ୟନ୍ତ ଏମାନଙ୍କ ସହ ଯୋଗାଯୋଗ ଥିଲା । ମାତ୍ର ମୋ 27 ଠାରୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା ।

ନନ୍ଦାଦେବୀର 7826 ମିଟର ଉଚ୍ଚ ପାହାଡରେ ସନ୍ଧାନୀ ଦଳ ରବିବାର ସକାଳେ 4 ବ୍ରିଟିଶ ପର୍ବତାରୋହିଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଦୁଇ ଦିନ ହେବ ଏହା ଅଭିଯାନ ଜାରି ରହିଥିଲା । ତେବେ ଶନିବାର ପାଗ ଖରାପ ପାଇଁ ଏହି ଅଭିଯାନରେ ବିଭ୍ରାଟ ଦେଖା ଦେଇଥିଲା ।

ଏଠାରେ ସୂଚନାଯୋଗ୍ୟ, ନିଖୋଜ ପର୍ବତାରୋହୀଙ୍କ ମଧ୍ୟରେ 4 ବ୍ରିଟିଶ୍, 2 ଆମେରିକା, ଜଣେ ଅଷ୍ଟ୍ରେଲିଆ ଏବଂ ଜଣେ ଭାରତୀୟ ପର୍ବତାରୋହୀ ସାମିଲ ଅଛନ୍ତି ।

ସ୍ଲଗ- ବିଦ୍ୟୁତ କରେଣ୍ଟ ଲାଗି 10 ଗୋରୁ ମୃତ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 3/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବିଦ୍ୟୁତ କରେଣ୍ଟ ଲାଗି 10ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, 11କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋରୁଙ୍କ ମୃତ୍ୟୁ ହୋଇଛି। ନୀଳଗିରି ଏନ.ଏ.ସି. ଅଧିନ ଉଲଡଙ୍ଗ ଠାରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଖୁଣ୍ଟରୁ  ଛିଣ୍ଡି ପଡିଥିଲା। ସକାଳୁ ଗାଈ ଗୋରୁମାନେ ବିଲକୁ ଯାଇଥିବା ବେଳେ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଘଟଣା ସ୍ଥଳରେ ହିଁ ୧୦ ଉର୍ଦ୍ଧ୍ବ ଗୋରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇଁ ଅଞ୍ଚଳବାସୀ ସେଠାରେ ପହଞ୍ଚିଥିଲେ। ବିଦ୍ୟୁତ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରି ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.