ETV Bharat / bharat

ରାଜସ୍ଥାନରେ ସଡକ ଦୁର୍ଘଟଣା: 4 ମୃତ, 5 ଗୁରୁତର

author img

By

Published : Mar 8, 2020, 10:31 AM IST

Updated : Mar 8, 2020, 11:28 AM IST

road accident
ରାଜସ୍ଥାନରେ ସଡକ ଦୁର୍ଘଟଣା: 4 ମୃତ, 5 ଗୁରୁତର

10:23 March 08

ରାଜସ୍ଥାନରେ ସଡକ ଦୁର୍ଘଟଣା; 8 ମୃତ

ଜୟପୁର: ରାଜସ୍ଥାନର ଯୋଧପୁର ଅଞ୍ଚଳରେ ସଡକ ଦୁର୍ଘଟଣା । ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କା । 4 ମୃତ । 5ରୁ ଊର୍ଦ୍ଧ୍ବ ଗୁରୁତର ଆହତ । ନିକଟସ୍ଥ ମେଡିକାଲରେ ଭର୍ତ୍ତି ।  

ସୂଚନା ଅନୁସାରେ, ଯୋଧପୁର ଅଞ୍ଚଳର ବିନୱାସ ପୋଲ ନିକଟରେ ବସକୁ ଟ୍ରକଟି ପିଟିଦେବାରୁ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଥିଲା । 

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଜାରି ରଖିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2020, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.