ETV Bharat / bharat

ଲିବିୟା ମିଲିଟାରୀ ସ୍କୁଲରେ ଏୟାର ଷ୍ଟ୍ରାଇକ, 28 ମୃତ

ଲିବିୟା ମିଲିଟାରୀ ସ୍କୁଲରେ ଏୟାର ଷ୍ଟ୍ରାଇକ। ଏଥିରେ 28 ଜଣ ପିଲାଙ୍କ ମୃତ୍ୟୁ ହେବା ସହ 12ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Jan 5, 2020, 11:45 AM IST

_air-strike
ଲିବିୟା ମିଲିଟାରୀ ସ୍କୁଲରେ ଏୟାର ଷ୍ଟ୍ରାଇକ, 28 ମୃତ

ଲିବିୟା: ଲିବିୟା ମିଲିଟାରୀ ସ୍କୁଲରେ ଏୟାର ଷ୍ଟ୍ରାଇକ। ଏଥିରେ 28 ଜଣ ପିଲାଙ୍କ ମୃତ୍ୟୁ ହେବା ସହ 12 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ତେବେ ଲିବିୟା ରାଜଧାନୀ ଟ୍ରିପୋଲିରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକ ବିଷୟରେ ଆମିନ ଆଲ ହାସେମି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜିଏନଏ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଏହି ଏୟାର ଷ୍ଟ୍ରାଇକ ସମୟରେ ମିଲିଟାରୀ ସ୍କୁଲର ପିଲାମାନେ ବାହାରେ ପରେଡ କରୁଥିଲେ । ତେବେ ଲିବିୟାରେ ଥିବା ଏହି ମିଲିଟାରୀ ସ୍କୁଲ ଆଲ ହାଦାବ, ଆଲ ଖାଦରା ଲିବିୟା ରାଜଧାନୀ ରେସିଡେନ୍ସିଆଲ କ୍ୟାପିଟାଲରେ ଘଟିଛି ।

ଏହି ଷ୍ଟ୍ରାଇକରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ରକ୍ତଦାନ କରିବା ସହ ବଲ୍ଡ ବ୍ୟାଙ୍କକୁ ରକ୍ତ ଯୋଗାଇବାକୁ ଜିଏନଏ ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଖବର ଥାଉକି, ଲିବିୟା ରାଜଧାନୀ ତ୍ରିପୋଲିରେ ଗତବର୍ଷ ଏପ୍ରିଲ ମାସରେ ହିଂସା ଭୟଙ୍କର ରୂପ ନେଇଥିଲା। ଟ୍ରିପୋଲିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ବିଦ୍ରୋହୀ ଗୋଷ୍ଠୀ ଉଦ୍ୟମ ଜାରି ରଖିଥିବାବେଳେ ଏହାକୁ ନେଇ ପ୍ରବଳ ହିଂସା ଉପୁଜିଥିଲା। ଏହି ହିଂସାରେ ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.