ETV Bharat / bharat

କୋରୋନା ଭୟରେ ପୋତିଲେ 20 ଲକ୍ଷ ଟଙ୍କାର ଜୀଅନ୍ତା କୁକୁଡା - coronavirus news

କୋରୋନା ଭୟରେ ଥରହର ସାରା ବିଶ୍ବ । ଏହାକୁ ନେଇ ତାମିଲନାଡୁର ପଲ୍ଟ୍ରିମାଲିକ 20 ଲକ୍ଷର ଜୀଅନ୍ତା କୁକୁଡା ପୋତିଛନ୍ତି । ଅଧିକ ପଢନ୍ତୁ...

20 lakh worth chicken buries alive due to Coronavirus
20 ଲକ୍ଷର ଜୀଅନ୍ତା କୁକୁଡା ପୋତିଲେ ପଲ୍ଟ୍ରି ମାଲିକ
author img

By

Published : Mar 20, 2020, 10:28 AM IST

ଚେନ୍ନାଇ: ଭୟ ବଢାଉଛି କୋରୋନା । ସାରା ବିଶ୍ବରେ ପାଲଟିଛି ଚିନ୍ତାର ବିଷୟ । ଏହାକୁ ନେଇ ଚିକେନ ଖାଇବା ଦ୍ବାରା କୋରୋନା ବ୍ୟାପୁଥିବା ଗୁଜବ ପରେ ବ୍ୟବସାୟ ଏକଦମ ଠପ ହୋଇଯାଇଛି । ଫଳରେ ତାମିଲନାଡୁର ଚେଙ୍ଗମ ଅଞ୍ଚଳରେ ପ୍ରାୟ 20 ଲକ୍ଷ ଟଙ୍କାର ଜୀଅନ୍ତା କୁକୁଡାକୁ ମାଟିତଳେ ପୋତିଦିଆଯାଇଛି ।

20 ଲକ୍ଷର ଜୀଅନ୍ତା କୁକୁଡା ପୋତିଲେ ପଲ୍ଟ୍ରି ମାଲିକ

କୋରୋନା ଭୟରେ ଶେଷରେ ପଲ୍ଟ୍ରି ଫାର୍ମର ରବି ଏପରି ନିଷ୍ପତ୍ତି ନେଇଥିଲେ । ଏକ ଟ୍ରକରେ ସବୁ କୁକୁଡାଙ୍କୁ ଲଦି ସେ ଏକ ଖାଲି ସ୍ଥାନରେ ଜୀଅନ୍ତା ପୋତି ଦେଇଥିଲେ । ଚିକେନ ବିକ୍ରିରେ ଏକ ପ୍ରକାର ରୋକ ଲାଗିଯାଇଥିଲା। ବଜାରରେ ମାତ୍ର 10 ଟଙ୍କାରେ ବିକ୍ରି କରି କ୍ଷତି ସହୁଥିଲେ ପଲ୍ଟ୍ରି ମାଲିକ ।

ଗାଁର ଅନେକ ଲୋକ ଚିକେନ ପାଇଁ ରବିଙ୍କୁ ମାଗିଥିଲେ । କିନ୍ତୁ ସେ ସବୁ କୁକୁଡା ମାଟିରେ ପୋତି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.