ETV Bharat / bharat

କୋରୋନା ରୋଗୀଙ୍କ ମୃତଦେହ ବୋହିବ ରୋବୋଟ - କୋରୋନା ରୋଗୀଙ୍କ ମୃତଦେହକୁ ବୋହିବ ରୋବୋଟ

କୋରୋନା ରୋଗୀଙ୍କ ମୃତଦେହ ବୋହିବ ରୋବୋଟ । ରହିବନି ସଂକ୍ରମଣର ଭୟ । ଅଧିକ ପଢନ୍ତୁ....

2 Chennai based companies MAUTO Electric Mobility & Zafi Robots claim that they have developed a 'rescuer ambulance'
କୋରୋନା ରୋଗୀଙ୍କ ମୃତଦେହକୁ ବୋହିବ ରୋବୋଟ
author img

By

Published : Jul 1, 2020, 3:32 PM IST

ଚେନ୍ନାଇ: କୋରୋନା ରୋଗୀଙ୍କ ମୃତଦେହ ବୋହିବ ରୋବୋଟ । ଏଣିକି କୋଭିଡ ରୋଗୀଙ୍କ ମୃତଦେହ ସଂଶ୍ପର୍ଷରେ ଆସିବେନି ମଣିଷ । ରୋବୋଟ ମାଧ୍ୟମରେ ସୁରକ୍ଷିତ ଭାବେ ହେବ ମୃତଦେହ ସ୍ଥାନାନ୍ତର। କାହିଁକିନା ଚେନ୍ନାଇର ମାଉଟୋ ଇଲେକ୍ଟ୍ରିକ ମୋବିଲିଟି ଓ ଜାଫି ରୋବୋର୍ଟ ଦୁଇ କମ୍ପାନୀ ତିଆରି କରିଛନ୍ତି ଏକ ରୋବୋର୍ଟ । ଆଉ ଯାହାର ନାଁ ରଖିଛନ୍ତି ରେସକ୍ୟୁୟର ଆମ୍ବୁଲାନ୍ସ । ଯାହା କୋରୋନା ରୋଗୀଙ୍କ ମୃତଦେହ ବୋହି ପାରିବ । ଯେଉଁଥିରେ ସଂକ୍ରମଣ ବ୍ୟାପିବାର ଭୟ ରହିବ ନାହିଁ ବୋଲି କହିଛନ୍ତି ଦୁଇ କମ୍ପାନୀ କର୍ତ୍ତୃପକ୍ଷ ।

କୋରୋନା ରୋଗୀଙ୍କ ମୃତଦେହକୁ ବୋହିବ ରୋବୋଟ

ତେବେ, ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସଂକ୍ରମଣରେ ରୋକ ଲଗାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ , ସଂକ୍ରମଣରେ ରୋକ ଲାଗି ପାରୁନି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 585493 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 17400 ରହିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.