ETV Bharat / bharat

ସଂସଦ ଭବନ ଆକ୍ରମଣକୁ ପୁରିଲା 19 ବର୍ଷ, ଶହୀଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ - PM Modi tweet

ଆଜକୁ 19 ବର୍ଷ ପୂର୍ବେ ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ଛିଡା ହୋଇ ବନ୍ଧୁକ ମୁନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । 13 ଡିସେମ୍ବର 2001 ସକାଳରେ ଗଣତନ୍ତ୍ରର ମନ୍ଦିର ଆକାଶରେ ଘୋଟିଯାଇଥିଲା ଆତଙ୍କବାଦର କଳା ବାଦଲ । ଅଧିକ ପଢନ୍ତୁ...

ସଂସଦ ଭବନ ଆକ୍ରମଣକୁ ପୁରଲା 19 ବର୍ଷ, ଶହୀଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

author img

By

Published : Dec 13, 2020, 8:56 PM IST

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରର ସର୍ବବୃହତ ମନ୍ଦିର ସଂସଦ ଭବନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି 19 ବର୍ଷ । ଆଜକୁ 19 ବର୍ଷ ପୂର୍ବେ ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ଛିଡା ହୋଇ ବନ୍ଧୁକ ମୁନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । 13 ଡିସେମ୍ବର 2001 ସକାଳରେ ଗଣତନ୍ତ୍ରର ମନ୍ଦିର ଆକାଶରେ ଘୋଟିଯାଇଥିବା ଆତଙ୍କବାଦର କଳା ବାଦଲ ।

ସଂସଦ ଭବନ ଆକ୍ରମଣକୁ ପୁରଲା 19 ବର୍ଷ, ଶହୀଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ସଂସଦ ଭବନ ଆକ୍ରମଣକୁ ପୁରଲା 19 ବର୍ଷ, ଶହୀଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ଧଳା ରଙ୍ଗର ଆମ୍ବାସଡର କାର ଯୋଗେଁ ସଂସଦ ଭବନ ଭିତରେ ପ୍ରବେଶ କରିଥିଲେ ଆତଙ୍କବାଦୀ । ହେଲେ ଗଣତନ୍ତ୍ରର ଏହି ମନ୍ଦିରକୁ ଅପବିତ୍ର କରିବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଥିଲେ ଏମାନେ । ଲଶ୍କର୍‌-ଏ-ତୈବା ଏବଂ ଜୈଶ୍‌-ଏ-ମହମ୍ମଦର ୫ ଆତ୍ମଘାତୀ ଆତଙ୍କବାଦୀ ରଚିଥିଲେ ଏହି ଭୀରୁତାପୂର୍ଣ୍ଣ କାଣ୍ଡ ।

  • 2001 में लोकतंत्र के मंदिर संसद भवन पर हुए कायरतापूर्ण आतंकी हमले में दुश्मनों से लोहा लेते हुए अपना सर्वोच्च न्योछावर करने वाले माँ भारती के वीर सपूतों को कोटि-कोटि नमन करता हूँ। कृतज्ञ राष्ट्र आपके अमर बलिदान का सदैव ऋणी रहेगा। pic.twitter.com/lbhn6FlTH9

    — Amit Shah (@AmitShah) December 13, 2020 " class="align-text-top noRightClick twitterSection" data=" ">

ଆକ୍ରମଣ ସମୟରେ ଗୃହ ମୁଲତବୀ ଥିଲେ ମଧ୍ୟ କେତେକ ସାଂସଦ ଏବଂ କର୍ମଚାରୀ ସଂସଦରେ ଉପସ୍ଥିତ ଥିଲେ। ସଂସଦଭବନର ସୁରକ୍ଷା ପାଇଁ ବୀରତ୍ବର ସହ ଆତଙ୍କବାଦୀଙ୍କ ମୁକାବିଲା ସମୟରେ ଶହୀଦ ହୋଇଯାଇଥିଲେ ଦିଲ୍ଲୀ ପୋଲିସର ୫ ଜଣ ସୁରକ୍ଷା କର୍ମଚାରୀ, ସିଆର୍‌ପିଏଫ୍‌ର ଜଣେ ମହିଳା କନେଷ୍ଟବଳ ଏବଂ ସଂସଦ ‘ଓ୍ଵାଚ୍‌ ଆଣ୍ଡ୍‌ ଓ୍ଵାର୍ଡ’ ସେକ୍ସନ୍‌ର ଦୁଇଜଣ ସୁରକ୍ଷାକର୍ମୀ। ଏହାସହ ଜଣେ ଜଣେ ମାଳୀ ଓ ଜଣେ ଫଟୋସାମ୍ବାଦିକ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ।

  • दिल्ली: गृह मंत्री अमित शाह, रक्षा मंत्री राजनाथ सिंह और उपराष्ट्रपति वेंकैया नायडू ने साल 2001 में आज के दिन संसद भवन पर हुए हमले में जान गंवाने वाले जवानों को श्रद्धांजलि दी। pic.twitter.com/mith6vkAhC

    — ANI_HindiNews (@AHindinews) December 13, 2020 " class="align-text-top noRightClick twitterSection" data=" ">
  • दिल्ली: प्रधानमंत्री नरेंद्र मोदी ने साल 2001 में आज के दिन संसद भवन पर हुए हमले में जान गंवाने वाले जवानों को श्रद्धांजलि दी। pic.twitter.com/lVJ1FNYj4H

ଘଟଣାକୁ 19 ବର୍ଷ ବିତିଯାଇଥିବାବେଳେ ସୁରକ୍ଷାକର୍ମୀଙ୍କ ବଳିଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଆତଙ୍କବାଦୀଙ୍କ ଭୀରୂତାପୂର୍ଣ୍ଣ କାର୍ଯ୍ୟକୁ କେବେ ହେଲେ ଭୁଲିବୁ ନାହିଁ । ଆମ ସଂସଦ ଭବନର ସୁରକ୍ଷା ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଥିଲେ, ସେମାନଙ୍କ ଟିକଟରେ ଆମେ ଚୀରଋଣି । ସେହିପରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଶହୀଦଙ୍କୁ ସ୍ମରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.