ETV Bharat / bharat

ମହାରାଷ୍ଟ୍ରରେ ଦିନକରେ 132 ପୋଲିସ କର୍ମୀ କୋରୋନା ପଜିଟିଭ

author img

By

Published : Oct 7, 2020, 3:50 PM IST

ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 4 ଜଣ ପୋଲିସକର୍ମୀଙ୍କ କୋରୋନାରେ ମୃତ୍ୟୁ । ଏଥିସହ 132ରୁ ଅଧିକ କର୍ମଚାରୀ କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ..

ଦିନକରେ 132 ପୋଲିସ କର୍ମଚାରୀ କରୋନା ଚିହ୍ନଟ
ଦିନକରେ 132 ପୋଲିସ କର୍ମଚାରୀ କରୋନା ଚିହ୍ନଟ

ମୁମ୍ବାଇ: ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 4 ଜଣ ପୋଲିସ କର୍ମୀଙ୍କ କୋରୋନାରେ ମୃତ୍ୟୁ । ଏଥିସହ 132ରୁ ଅଧିକ କର୍ମଚାରୀ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ମହାରାଷ୍ଟ୍ର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 24 ହଜାର 386 ଜଣ ପୋଲିସ କୋରୋନା ଚିହ୍ନଟ ହୋଇ ଥିବାବେଳେ 257 ଜଣଙ୍କ ପ୍ରାଣହାନୀ ଘଟିଛି । ଆକ୍ରନ୍ତଙ୍କ ମଧ୍ୟରୁ 21 ହଜାର 593 ଜଣ ସୁସ୍ଥ ହୋଇଥିବାବେଳେ 2 ହଜାର 536 ଆକ୍ରାନ୍ତ ରହିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ଏବେ 2 ଲକ୍ଷ 47 ହଜାର 468 ଜଣ କରୋନାରେ ଆକ୍ରାନ୍ତ ହୋଇ ଥିବାବେଳେ 38 ହଜାର 717 ଜଣଙ୍କ ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.