ETV Bharat / bharat

ମହାରାଷ୍ଟ୍ରରୁ 1 ଲକ୍ଷ ଦାଦନ ଘରକୁ ଫେରିଲେ - lockdown

ମହାରାଷ୍ଟ୍ରରୁ 1 ଲକ୍ଷ ଦାଦନ ଘରକୁ ଫେରିଲେ । ଲକ ଡାଉନ ସମୟରେ ବର୍ତ୍ତମାନ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ । ଅଧିକ ପଢନ୍ତୁ..

1 lakh migrant returned to home after test
ପ୍ରତିକାତ୍ମକ ଫଟୋ
author img

By

Published : Apr 18, 2020, 1:06 AM IST

ମୁମ୍ବାଇ: ବର୍ତ୍ତମାନ ଦେଶରେ କୋରୋନା ନେଇ ଚିନ୍ତା ବଢିବାରେ ଲାଗିଛି । ତେବେ ଏହାର ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଲକ ଡାଉନ ସମୟରେ ବର୍ତ୍ତମାନ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ ।

ତେବେ ଶୁକ୍ରବାର ସରକାର କୋରୋନା ଭାଇରସ ଲକ ଡାଉନ୍ ମଧ୍ୟରେ ଡାକ୍ତରୀ ଯାଞ୍ଚ ପରେ 1 ଲକ୍ଷରୁ ଅଧିକ ଦାଦନଙ୍କୁ ଘରକୁ ପଠାଯାଇଛି । ଏମାନେ ମହାରାଷ୍ଟ୍ରର ଚିନି କାରଖାନାର କର୍ମଚାରୀ ଭାବେ କାମ କରନ୍ତି । ଚିନି କାରଖାନା ମାଲିକମାନଙ୍କ ଦ୍ୱାରା ସେମାନଙ୍କର ଯାତ୍ରା ଏବଂ ଖାଦ୍ୟ ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.