ETV Bharat / bharat

ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ବାମୀ, ସାଇବାବାଙ୍କୁ ଦାନ କଲେ ସୁନା ମୁକୁଟ

author img

By

Published : Jul 23, 2022, 1:03 PM IST

ପତ୍ନୀଙ୍କ ମୃତ୍ୟୁ ପରେ ଶେଷ ଇଚ୍ଛା ପୂରଣ କଲେ ସ୍ବାମୀ । ସାଇ ବାବାଙ୍କୁ ଦାନ କଲେ ୪୦ ଲକ୍ଷର ସୁନାର ମୁକୁଟ । ଅଧିକ ପଢନ୍ତୁ

ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ବାମୀ, ସାଇବାବାଙ୍କୁ ଦାନ କଲେ ୪୦ ଲକ୍ଷର ସୁନା ମୁକୁଟ

ଶିରିଡି: ପତ୍ନୀଙ୍କ ମୃତ୍ୟୁ ପରେ ଶେଷ ଇଚ୍ଛା ପୂରଣ କଲେ ସ୍ବାମୀ । ସାଇ ବାବାଙ୍କୁ ଦାନ କଲେ ଏକ ସୁନାର ମୁକୁଟ । ଯାହା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା ମଧ୍ୟ । ଯାହାର ଓଜର ୭୪୨ ଗ୍ରାମ ରହିଥିଲା । ଯାହାର ମୂଲ୍ୟ ୪୦ ଲକ୍ଷ ବୋଲି କୁହାଯାଉଛି । ସୁନାର ମୁକୁଟରେ ହିରାରେ ସଜ୍ଜିତ ହୋଇଥିବା ବେଳେ ମଧ୍ୟରେ ଓମ ଲେଖା ହୋଇଛି । ଶୁକ୍ରବାର ମଧ୍ୟାହ୍ନ ସମୟରେ ପୂଜାର୍ଚ୍ଚନା ପରେ ଶିରିଡି ସାଇ ବାବାଙ୍କ ପ୍ରତିମା ଉପରେ ଏହି ମୁକୁଟଟିକୁ ରଖାଯାଇଛି ।

ମୃତ ମହିଳାଙ୍କ ସ୍ବାମୀ ହାଇଦ୍ରାବାଦର ଡକ୍ଟର ରାମକୃଷ୍ଣ । ସେ ମଧ୍ୟ ସାଇ ବାବାଙ୍କ ଭକ୍ତ । ତାଙ୍କ କହିବା ମୁତାବକ ସେ ୧୯୯୨ରେ ତାଙ୍କ ପତ୍ନୀଙ୍କ ସହ ଶିରିଡି ବୁଲିବାକୁ ଆସିଥିଲେ । ସେଠାରେ ଆଳତୀ ସମୟରେ ସେ ଏକ ସୁନାର ମୁକୁଟ ଦେବା ପାଇଁ ଯାଚିଥିଲେ । ଏହାପରେ ଏକ ସୁନାର ମୁଦି ମଧ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅର୍ଥ ଅଭାବରୁ ସେ ସେ ସମୟରେ ସମ୍ଭବ ହୋଇନଥିଲା । ଏହା ପରେ ପତ୍ନୀ ରତ୍ନାମନଙ୍କ ଦେହାନ୍ତ ହୋଇଥିଲା ।

କିନ୍ତୁ ତାଙ୍କ ସ୍ବାମୀ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଆମେରିକା ଯାଇଥିଲେ । ସେଠାରେ ରୋଜଗାର କରିବା ପରେ ଟଙ୍କା ସଞ୍ଚୟ କରି ବାବାଙ୍କ ପାଇଁ ଏକ ସୁନା ନୁକୁଟ ପ୍ରସ୍ତୁତ କରିଥିଲେ । ଏହାପରେ ଶୁକ୍ରବାର ଶିରିଡି ଯାଇ ମନ୍ଦିରରେ ଅର୍ପଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.