ETV Bharat / bharat

ଫେକ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅଶ୍ଳିଳ ଫଟୋ ପୋଷ୍ଟ, ଜୀବନ ହାରିଲେ ଯୁବତୀ - ଇନଷ୍ଟାଗ୍ରାମରେ ଅଶ୍ଳୀଳ ଚିତ୍ର ପୋଷ୍ଟ ଥିବାରୁ ଝିଅଟିର ଆତ୍ମହତ୍ୟା

ଇନଷ୍ଟାଗ୍ରାମରେ ନାବାଳିକାଙ୍କ ଫେକ୍‌ ଆକାଉଣ୍ଟ କରି ଅଜଣା ବ୍ୟକ୍ତିଙ୍କ ଅଶ୍ଳୀଳ ଚିତ୍ର ପୋଷ୍ଟ କରିବା ପରେ କୀଟନାଶକ ପିଇ ପୀଡିତାଙ୍କ ଆତ୍ମହତ୍ୟା । ଅଧିକ ପଢନ୍ତୁ

ଇନଷ୍ଟାଗ୍ରାମରେ ଅଜଣା ବ୍ୟକ୍ତିଦ୍ବାରା ଫେକ ଆକାଉଣ୍ଟ ଓ ଅଶ୍ଳିଳ ଫଟୋ ପୋଷ୍ଟ ଯୋଗୁଁ ଝିଅଟିର ଆତ୍ମହତ୍ୟା
A Girl Committed suicide
author img

By

Published : Jun 3, 2022, 5:16 PM IST

ତେଲେଙ୍ଗାନା: ଇନଷ୍ଟାଗ୍ରାମରେ ଜଣେ ଝିଅର ଏକ ଫେକ ଆକାଉଣ୍ଟ ସହ ଅଶ୍ଳୀଳ ଚିତ୍ର ପୋଷ୍ଟ ଥିବାରୁ ଆତ୍ମହତ୍ୟା । ଏହି ଘଟଣା ଆଦିଲାବାଦ ଜିଲ୍ଲାର ଆଇକୋଡା ଜୋନର ନରସାପୁର ଗ୍ରାମରେ ଘଟିଛି । କେହି ଜଣେ ବ୍ୟକ୍ତି ସେହି ଝିଅର ପ୍ରୋଫାଇଲ ଚିତ୍ର ସହିତ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ସୃଷ୍ଟି କରି ଅଶ୍ଳୀଳ ବାର୍ତ୍ତା ଏବଂ ଚିତ୍ର ପୋଷ୍ଟ କଲାଯାଉଥିଲା । ଏହି ଘଟଣା ଆଦିଲାବାଦ ଜିଲ୍ଲାର ଆଇକୋଡା ଜୋନର ନରସାପୁର ଗ୍ରାମରେ ଘଟିଛି ।

ନରସପୁରର ଜଣେ ୧୫ ବର୍ଷୀୟା ଝିଅ ଯିଏକି ନିକଟରେ ଦଶମ ଶ୍ରେଣୀ ସମାପ୍ତ ହୋଇଥିଲା । ଜଣେ ଅଜଣା ବ୍ୟକ୍ତି ତାଙ୍କ ପ୍ରୋଫାଇଲ ଫଟୋ ଏବଂ ନାମ ସହିତ ଏକ ନକଲି ଆକାଉଣ୍ଟ କରି ଅଶ୍ଳୀଳ ଚିତ୍ର ଏବଂ ବାର୍ତ୍ତା ପୋଷ୍ଟ କରୁଥିଲେ । ତାପରେ ଝିଅଟି ତାଙ୍କ ମାଆଙ୍କୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ ତାଙ୍କ ମାଆ ତାଙ୍କୁ କେବଳ ତାଙ୍କୁ ସାନ୍ତ୍ବନା ଦେବା ଛଡା କିଛି ପଦକ୍ଷେପ ନେଇ ନଥିଲେ ।

ନାବାଳିକା ନିଜକୁ ଲଜ୍ଜିତ ଅନୁଭବ କରି ମେ ୨୯ରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଝିଅଟିର ଦେହ ଅସୁସ୍ଥ ଦେଖି ପରିବାର ଲୋକ ତାଙ୍କୁ ତୁରନ୍ତ ଆଦିଲାବାଦ RIM ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସ୍ଥିତିରେ ସୁଧାର ନ ଆସିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମେ ୩୦ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.