ETV Bharat / bharat

ଅମ୍ଳଜାନ ଅଭାବରୁ ପୁଣି 9 କୋରୋନା ସଂକ୍ରମିତଙ୍କ ମୃତ୍ୟୁ

author img

By

Published : May 6, 2021, 3:12 PM IST

ସମଗ୍ର ଦେଶରେ ଅମ୍ଳଜାନ ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ ତେଲେଙ୍ଗାନାର ବେଲାମ୍ପାଲୀ ଆଇସୋଲେସନ କେନ୍ଦ୍ରରେ ଗତ 24 ଘଣ୍ଟାରେ ଅମ୍ଳଜାନ ଅଭାବରୁ ଅତି କମରେ ନଅ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣଆପଡ଼ିଛି । ଅଧିକ ପଢନ୍ତୁ...

ଅମ୍ଳଜାନ ଅଭାବରୁ ପୁଣି କୋରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ: ସମଗ୍ର ଦେଶରେ ଅମ୍ଳଜାନ ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ଦେଶରେ ଅମ୍ଳଜାନ ଅଭାବରୁ ଚାଲିଯାଉଛି ଅନେକ କୋରୋନା ରୋଗୀଙ୍କ ଜୀବନ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଅକ୍ସିଜେନ ଅଭାବରୁ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଏବେ ତେଲେଙ୍ଗାନାରେ ଅମ୍ଳଜାନ ଅଭାବରୁ କୋରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗତ 24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାର ବେଲାମ୍ପାଲୀ ଆଇସୋଲେସନ କେନ୍ଦ୍ରରେ ଅମ୍ଳଜାନ ଅଭାବରୁ ଅତି କମରେ ନଅ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ଏହି ଆଇସୋଲେସନ କେନ୍ଦ୍ରରେ ପ୍ରାୟ 58 ରୋଗୀ ଚିକିତ୍ସିତ ହେଉଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.