ETV Bharat / bharat

5.3 ତୀବ୍ରତା ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର - 5.3 magnitude

ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର। ରିକ୍ଟର ସ୍କେଲରେ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

5.3 ତୀବ୍ରତା ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର

author img

By

Published : Jul 21, 2021, 8:15 AM IST

ବିକାନେର: ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର। ରିକ୍ଟର ସ୍କେଲରେ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେସ୍ମୋଲୋଜିର ସୂଚନା ଅନୁସାରେ ସକାଳ ପାଖାପାଖି 5ଟା 24ରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ବିକାନେରର ଉତ୍ତର ପଶ୍ଚିମ- ପଶ୍ଚିମ ବିକେନେର 343 କିଲୋମିଟର ଗଭୀରତା 110 କିଲୋମିଟର ରହିଥିଲା । ଅନୁଭୂତ ଭୂକମ୍ପରେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଛି ।

ଏହା ସହିତ ଲଦାଖରେ ସକାଳ 4ଟା 57ରେ 3.6 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ନ୍ୟାସନାଲ ସେସ୍ମୋଲୋଜି ସୂଚନା ଅନୁସାରେ ଏହା ପୂର୍ବରୁ ରାତି 2ଟା 10ରେ ମେଘାଳୟର ପଶ୍ଚିମ ଗାରୋ ହିଲସରେ 4.1 ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ପ୍ରାୟ କିଛି ଦିନ ହେବ ଲଗାତାର ଭାବରେ ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.