ETV Bharat / bharat

ଦେଶରେ କମୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ 38617 ପଜିଟିଭ ଚିହ୍ନଟ - corona update

ଦେଶରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ। ଗତ 24 ଘଣ୍ଟାରେ 38 ହଜାର 617 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 474 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

38,617 new covid-19 infections 474 new deaths reports in last 24 hrs in india
ଦେଶରେ କମୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ 38,617 ପଜିଟିଭ ଚିହ୍ନଟ
author img

By

Published : Nov 18, 2020, 10:00 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ, ଏବେ ପୂର୍ବ ଅପେକ୍ଷା ଧିରେ ଧିରେ କମୁଛି କୋରୋନା ସଂକ୍ରମଣ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 38 ହଜାର 617 ନୂତନ କୋରୋନା ପଜିଟିଭ ରିପୋର୍ଟ ହୋଇ ଭାରତର ମୋଟ ମାମଲା 89 ଲକ୍ଷ 12 ହଜା 908 କୁ ବୃଦ୍ଧି ପାଇଛି । ସେହିପରି 474 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 993 ରେ ପହଞ୍ଚିଛି ।

ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 83 ଲକ୍ଷ 35 ହଜାର 110 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସୁଦ୍ଧା 4 ଲକ୍ଷ 46 ହଜାର 805 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଦେଶର ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । ଏହାପରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଓ ଦିଲ୍ଲୀ ଆଦି ରାଜ୍ୟମାନ ଅଛନ୍ତି ଯେଉଁଠି ଏବେବି ବହୁ ସଂଖ୍ୟାରେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.