ETV Bharat / bharat

ଶ୍ରୀନଗରରେ ଆତଙ୍କବାଦ: CRPF ଉପରେ ଗ୍ରେନେଡ ଆକ୍ରମଣ, 3 ଆହତ

author img

By

Published : Jun 26, 2021, 7:32 PM IST

ଶ୍ରୀନଗରର ବାବରଶାହାଠାରେ CRPF ପାର୍ଟି ଉପରେ ଗ୍ରେନେଡ ମାଡ଼ । ତିନି ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଶ୍ରୀନଗରରେ ଆତଙ୍କବାଦ; CRPF ଉପରେ ଗ୍ରେନେଡ ଆକ୍ରମଣ, 3 ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ବାବରଶାହାଠାରେ CRPF ପାର୍ଟି ଉପରେ ଗ୍ରେନେଡ ମାଡ଼ । ତିନି ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ।

ଶ୍ରୀନଗର ପୋଲିସ ଅନୁଯାୟୀ, କର୍ଲଖୁଦ ଥାନା ଅନ୍ତର୍ଗତ ବାବରଶାହରେ ସିଆରପିଏଫ ଓ ଜମ୍ମୁ କାଶ୍ମୀର ପୋଲିସକ ଜଏଣ୍ଟ ପାର୍ଟି ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ରାସ୍ତାକଡରେ ଗ୍ରେନେଡ ବିସ୍ଫୋରଣ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଘଟଣାରେ 3 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.