ETV Bharat / bharat

AMUର 26 ପ୍ରଫେସରଙ୍କ ଜୀବନ ନେଲା କିଲର ଭାଇରସ

author img

By

Published : May 12, 2021, 8:11 AM IST

ଆଲିଗଡ ମୁସଲିମ ୟୁନିଭରସିଟିରେ କୋରୋନା କାୟା । ଏଏମୟୁର 26 ପ୍ରଫେସରଙ୍କ ଜୀବନ ନେଲା କିଲର ଭାଇରସ । ଅଧିକ ପଢନ୍ତୁ...

amu
amu

ନୂଆଦିଲ୍ଲୀ: ଆଲିଗଡ ମୁସଲିମ ୟୁନିଭରସିଟି ଉପରେ କୋରୋନାର କଳା ନଜର । କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି 44 ଜଣ କର୍ମଚାରୀ । ସେମାନଙ୍କ ମଧ୍ୟରେ 26 ଜଣ ପ୍ରଫେସର ମଧ୍ୟ ରହିଛନ୍ତି । ଗତ 20 ଦିନ ମଧ୍ୟରେ ଏହି ମୃତ୍ୟୁ ଘଟିଥିବା ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ମୃତ 26 ପ୍ରଫେସରଙ୍କ ମଧ୍ୟରୁ 16 ଜଣ ପ୍ରଫେସର ଥିବାବେଳେ 10 ଜଣ ଅବସରପ୍ରାପ୍ତ କର୍ମଚାରୀ ଅଛନ୍ତି । ଏନେଇ କୁଳପତିଙ୍କ ନିବେଦନ ପରେ ବିଶ୍ବବିଦ୍ୟାଳୟରୁ ସାମ୍ପଲ ସଂଗ୍ରହ କରାଯାଇଛି । ଏହାସହ ଏଏମୟୁ କର୍ତ୍ତୃପକ୍ଷ ଆଇସିଏମଆର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନ୍ୟ ସାମ୍ପଲ ସଂଗ୍ରହ କରିବାକୁ ନିବେଦନ କରିଛନ୍ତି । କୋରୋନା କାୟା ସାରା ଦେଶରେ ବିସ୍ତାର କରିବାରେ ଲାଗିଛି । ଏଥିରୁ ବର୍ତ୍ତିବା ମୁସ୍କିଲ ହୋଇପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.