ETV Bharat / bharat

20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ: ଆଜି ପହଞ୍ଚିବେ ଓ୍ବାଘା ବର୍ଡରରେ

author img

By

Published : Jan 24, 2022, 5:18 PM IST

20 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ । ରବିବାର ଦିନ କରାଚି ଜେଲରୁ ଏମାନଙ୍କୁ ମୁକ୍ତ କରାଯାଇଛି । ତେବେ ସମସ୍ତ କଏଦୀ ପାକିସ୍ତାନ ସମୁଦ୍ର ମଧ୍ୟରେ ଅବାଧ ପ୍ରବେଶ କରିଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପାକିସ୍ତାନ । ଅଧିକ ପଢନ୍ତୁ

20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ  : ଆଜି ପହଞ୍ଚିବେ ଓ୍ବାଘା ବର୍ଡରରେ

ଗାନ୍ଧୀନଗର : 20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ । ରବିବାର କରାଚି ଜେଲରୁ ଏମାନଙ୍କୁ ମୁକ୍ତ କରାଯାଇଛି । ତେବେ ସମସ୍ତ କଏଦୀ ପାକିସ୍ତାନ ସମୁଦ୍ର ମଧ୍ୟରେ ଅବାଧ ପ୍ରବେଶ କରିଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପାକିସ୍ତାନ ।

ତେବେ ମୁକ୍ତି ପାଇବା ପରେ ସେମାନଙ୍କୁ ଆଜି (ସୋମବାର) ଓ୍ବାଘା ବର୍ଡରରେ ଭାରତୀୟ ସେନାକୁ ହସ୍ତାନ୍ତର କରଯିବ । ଉଭୟ ଭାରତ ଓ ପାକିସ୍ତାନର ମତ୍ସ୍ୟଜୀବୀ ବହୁବାର ସମୁଦ୍ରରେ ଅବାଧ ଉଲଘଂନ କରିଥିବାର ନଜର ରହିଛି । ସମୁଦ୍ରରେ ସଠିକ ସ୍ଥାନ ନମିଳିବାରୁ ମତ୍ସ୍ୟଜୀବୀମାନେ ଅନେକ ସମୟରେ ପରସ୍ପରର ସୀମା ଉଲଘଂନ କରିଥାନ୍ତି ।

ଏହାବି ପଢନ୍ତୁ :ପୁଣି ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ନାଁରେ ଏତଲା

ତେବେ ପ୍ରାଥମିକ ସୂଚନା ଅନୁସାରେ, ୩୦ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫ ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ୧୫ ଜଣ ଗିରି ସୋମନାଥ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମତ୍ସ୍ୟଜୀବୀମାନେ ଆଶାବାଦୀ ଅଛନ୍ତି ଯେ ଉଭୟ ଦେଶ ଏକ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବେ । ମତ୍ସ୍ୟଜୀବୀମାନେ ସମୁଦ୍ରରେ ଭୁଲବଶତଃ ପଶି ଯାଇଛନ୍ତି । ଏଥିପାଇଁ ସେମାନଙ୍କୁ ଜେଲରେ ରଖିବା ଉଚିତ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.