ରୋହିତ ବିରାଟଙ୍କ ସ୍ଥାନ ପୂର୍ଣ୍ଣ କରିବା କଷ୍ଟ: ନଟରାଜ ବେହେରା - Natraj Behera on T20 World cup win

By ETV Bharat Odisha Team

Published : Jun 30, 2024, 4:35 PM IST

thumbnail
Former Odia Cricketer Natraj Behera (ETV Bharat Odisha)

 Former Odia Cricketer Natraj Behera one to one: କଟକ: ଇତିହାସ ରଚିଛି ଭାରତ । ଟି-20 ବିଶ୍ବକପରେ ଦ୍ବିତୀୟ ଥର ବିଜେତା ହୋଇଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାରୁ 7 ୱିକେଟରେ ହରାଇ ବିଶ୍ବ ଚମ୍ପିଆନ ହୋଇଛି ଦଳ । ହେଲେ ଏହି ଉତ୍ସାହ ମଧ୍ୟରେ ଦୁଇ ମହାରଥୀ ଟି-20 ଫର୍ମାଟରୁ ନେଇଛନ୍ତି ଅବସର । ଯାହା ଫଳରେ ନିରାଶ ହୋଇଛନ୍ତି କ୍ରିକେଟ ପ୍ରେମୀ । ରୋହିତ ଶର୍ମା ଓ ବିରାଟ କୋହଲି ଉଭୟ ଟି-20ରୁ ନେଇଛନ୍ତି ଅବସର । ଯାହାକୁ ନେଇ ସାମାନ୍ୟ ଦୁଃଖ ରହିଛି । ତେବେ କ୍ୟାରିଅର ମଧ୍ୟରେ ଅନେକ ସଫଳତା ସାଉଣ୍ଟିଛନ୍ତି ଏହି ଉଭୟ ତାରକା କ୍ରିକେଟର । ଏନେଇ ଓଡ଼ିଶାର ପୂର୍ବତନ କ୍ରିକେଟର ନଟରାଜ ବେହେରାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.