ETV Bharat / technology

ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍‌ ଚାଟ୍‌ କେମିତି Hide କରିବେ; ଜାଣିପାରିବେନି କେହି - WhatsApp chats hide Tricks

author img

By ETV Bharat Tech Team

Published : 2 hours ago

WhatsApp Chat Hide Tricks: ହ୍ବାଟ୍ସଆପ୍‌ ଏକ ନୂଆ ଫିଚର ଆଣିଛି, ଯେଉଁଥିରେ ୟୁଜର୍‌ ଚାଟ୍‌କୁ ଆରକାଇଭ ବିନା ହାଇଡ୍‌ କରିପାରିବେ । ଚାଟ୍‌ ହାଇଡ ନେଇ ମଧ୍ୟ କେହି ଜାଣିପାରିବେ ନାହିଁ । ତେବେ ଏହା କେମିତି କରିବେ ଜାଣନ୍ତୁ...

WhatsApp Chat Hide Tricks
WhatsApp Chat Hide Tricks (ETV Bharat)

ହାଇଦ୍ରାବାଦ: ସାରା ବିଶ୍ବରେ ହ୍ବାଟ୍ସଆପ୍‌ ହେଉଛି ସବୁଠୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ । ଏହାକୁ କେବଳ ମନୋରଞ୍ଜନ ଲାଗି ନୁହେଁ, ବରଂ ଅଫିସ କ୍ଷେତ୍ରରେ ମଧ୍ୟ ବ୍ୟବହାର ହେଉଛି । ବନ୍ଧୁ ପରିଜନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହା ଯୋଗାଯୋଗର ମାଧ୍ୟମ ପାଲଟିଛି । ବେଳେବେଳେ ଆପଣ ଚାଟ୍‌ ଡିଲିଟ କରିବା ବଦଳରେ ଏହାକୁ ହାଇଡ୍‌ କରିବାକୁ ପସନ୍ଦ କରିଥାନ୍ତି । ପୂର୍ବରୁ ଏଥିଲାଗି ଆରକାଇଭ (Archive) ଅପସନ ରହିଥିଲା ମାତ୍ର ହ୍ବାଟ୍ସଆପ୍‌ ଏବେ ଲକ୍‌ (Lock) ଅପସନ ଆଣିଛି । ଯାହାକୁ ବ୍ୟବହାର କରି ଆପଣ ଚାହୁଁଥିବା ଚାଟ୍‌କୁ ହାଇଡ କରିପାରିବେ ।

ନିମ୍ନରେ ଦିଆଯାଇଥିବା ଷ୍ଟେପକୁ ଫଲୋ କରନ୍ତୁ..

  1. ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ଖୋଲନ୍ତୁ ।
  2. ଏହାପରେ ଆପଣ ଗୋଟିଏ ଚାଟ୍‌ ବା ଏକାଧିକ ଚାଟ୍‌ (ଯାହାକୁ ହାଇଡ୍‌ କରିବାକୁ ଚାହୁଁଛନ୍ତି) ସିଲେକ୍ଟ କରନ୍ତୁ ।
  3. ଏହାପରେ ଡାହାଣ ପାର୍ଶ୍ବର ଉପରି ଭାଗରେ ଥିବା ଥ୍ରି-ଡଟ୍‌ ଆଇକନ ଉପରେ Tap କରନ୍ତୁ ।
  4. ପରେ Lock Chat ଉପରେ ଟାପ୍‌ କରନ୍ତୁ ।
  5. ଏହାପରେ ଆପଣଙ୍କ ମୋବାଇଲ ସ୍କ୍ରିନ ଉପରେ ଏକ ମେସେଜ ପପ୍‌ ଅପ୍‌ ହେବ, ଯେଉଁଥିରେ ଲେଖାଥିବ 'Keep this chat locked and hidden' ।
  6. Continue ଉପରେ ଟାପ୍‌ କରନ୍ତୁ । ଏହାପରେ ଆପଣଙ୍କ ଚାଟ୍‌ ହାଇଡ୍‌ ହୋଇଯିବ ।
  7. ହାଇଡ୍‌ ହୋଇଥିବା ଚାଟ୍‌ଟି କେବଳ ଆପଣଙ୍କ ଫୋନର Biometrics (ଫିଙ୍ଗରପ୍ରିଣ୍ଟ, ଫେସ୍‌ଲକ)ରେ ଖୋଲିବ ।
Also Read: ହ୍ବାଟ୍ସଆପରେ ଭୁଲରେ ବି କରନ୍ତୁନି ଏହି 3 ମେସେଜର ରିପ୍ଲାଏ; ଆକାଉଣ୍ଟ ହୋଇଯିବ ଖାଲି - WhatsApp New Scam Alert

ପୁଣି ଚାଟ୍‌କୁ ପବ୍ଲିକ କିପରି କରିବେ ?

ଆପଣ ଯେଉଁ ଚାଟ୍‌ଟିକୁ ହାଇଡ କରିଥିବେ ସେଥିରେ କୌଣସି ମେସେଜ ଆସିଲେ ତାହା ନୋଟିଫିକେସନ ହୋଇ ଆସିବ । ଅର୍ଥାତ WhatsApp: 1 new message ଭଳି ନୋଟିଫିକେସନ ଆସିବ । ଯଦି ଆପଣ ଚାଟକୁ ପବ୍ଲିକ କରିବାକୁ ଚାହୁଁଛନ୍ତି, ତେବେ Settings ଅପସନକୁ ଯାଆନ୍ତୁ । ସେଠାରେ ଥିବା Chat ଅପସନ ଉପରେ କ୍ଲିକ କରି ଆପଣଙ୍କ ଚାଟକୁ ଅନଲକ୍‌ କରିପାରିବେ । ସୂଚନା ଥାଉ କି ବେଳେବେଳେ ଏହି Chat Lock ଅପସନ ଚୟନ କରିବା ଦ୍ବାରା ଆପଣଙ୍କ ଚାଟ୍‌ ଡିଲିଟ୍‌ ହେବାର ସମ୍ଭାବନା ରହିଥାଏ । ଆପଣ ଯେଉଁ ଚାଟକୁ ସିଲେକ୍ଟ କରିଥିବେ କେବଳ ସେହି ଚାଟ୍‌ର History ଡିଲିଟ୍‌ ହୋଇପାରେ ।

Also Read: ପୁରୁଣା ସ୍ମାର୍ଟଫୋନରୁ ସହଜରେ ହୋଇପାରିବ ହ୍ବାଟ୍ସଆପ ଚାଟ୍‌ ବ୍ୟାକ୍‌ଅପ୍‌; କେମିତି ଜାଣନ୍ତୁ - iPhone Whatsapp Data Transfer

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.