ବୈଦ୍ୟନାଥ ଧାମରେ ଦେଶବାସୀଙ୍କ ମଙ୍ଗଳ କାମନା କରି ରୁଦ୍ରାଭିଷକ କଲେ ରାହୁଲ, ଦେଖନ୍ତୁ ଫଟୋ - ବୈଦ୍ୟନାଥ ଧାମରେ ରାହୁଲ ଗାନ୍ଧୀ
Rahul Gandhi At Baidyanath Dham: ଝାଡ଼ଖଣ୍ଡର ବୈଦ୍ୟନାଥ ଧାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରୁଦ୍ରାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି ରାହୁଲ । ଭଗବାନଙ୍କ ନିକଟରେ ଦେଶବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ରାହୁଲ ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 3, 2024, 6:41 PM IST