ETV Bharat / photos

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁ, ଦେଖନ୍ତୁ ଝଲକ୍‌ - ସୁଦର୍ଶନ ସେତୁ

ସୁଦର୍ଶନ ସେତୁ
ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁର ଲୋକାର୍ପଣ କରିଛନ୍ତି । ଗୁଜୁରାଟର ଏହି ସିଗ୍ନେଚର ବ୍ରିଜ କାରଣରୁ ବାର୍ଷିକ ପ୍ରାୟ 65 ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ପ୍ରଥମେ ଦ୍ବାରକା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଓଖା-ବେଟ୍ ଦ୍ବାରକା ସିଗ୍ନେଚର ବ୍ରିଜର ଉଦଘାଟନ କରିଛନ୍ତି । ଦ୍ବାରକାରେ ଅବସ୍ଥିତ ଏହି ବ୍ରିଜ ଓଖାରୁ ବେଟକୁ ସଂଯୋଗ କରୁଛି ।
author img

By ETV Bharat Odisha Team

Published : Feb 25, 2024, 11:46 AM IST

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.