ଫ୍ୟାନ୍ସଙ୍କ ମନ ଜିତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା, ଦେଶୀ ଲୁକରେ ଆସିଲେ ନଜର - ଇଭାଙ୍କା ଟ୍ରମ୍ପ ଫଟୋ
![ଫ୍ୟାନ୍ସଙ୍କ ମନ ଜିତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା, ଦେଶୀ ଲୁକରେ ଆସିଲେ ନଜର Ivanka Trump Latest Pictures](https://etvbharatimages.akamaized.net/etvbharat/prod-images/04-03-2024/1200-675-20902817-thumbnail-16x9-i.jpg?imwidth=3840)
Ivanka Trump Latest Pictures: ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମୟରେ ସପରିବାର ସହ ଇଭାଙ୍କା ଦେଶୀ ଲୁକରେ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦେଖନ୍ତୁ, ଇଭାଙ୍କାଙ୍କ ଦେଶୀ ଲୁକ୍
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 4, 2024, 5:25 PM IST