ଇତିହାସ ରଚିଲେ ଦିଲଜିତ ଦୋସାଞ୍ଝା, ଭାଙ୍କୋଭର ଷ୍ଟାଡିୟମରେ କନସର୍ଟ କରିଥିବା ପ୍ରଥମ ପଞ୍ଜାବୀ ଗାୟକ - Diljit Dosanjh - DILJIT DOSANJH
![ଇତିହାସ ରଚିଲେ ଦିଲଜିତ ଦୋସାଞ୍ଝା, ଭାଙ୍କୋଭର ଷ୍ଟାଡିୟମରେ କନସର୍ଟ କରିଥିବା ପ୍ରଥମ ପଞ୍ଜାବୀ ଗାୟକ - Diljit Dosanjh Diljit Dosanjh](https://etvbharatimages.akamaized.net/etvbharat/prod-images/28-04-2024/1200-675-21339267-thumbnail-16x9-ent.jpeg?imwidth=3840)
ଇତିହାସ ରଚିଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଝା । ପ୍ରଥମ ଥର ପାଇଁ ଜଣେ ପଞ୍ଜାବୀ ଗାୟକ କାନାଡା ସ୍ଥିତ ଭାଙ୍କୋଭର ଷ୍ଟାଡିୟମରେ ଶୋ' କରିଥିବା ବେଳେ ଷ୍ଟାଡିୟମ ପୁରା ଭରି ହୋଇଥିବାର ଫଟୋ ଦିଲଜିତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଇତିହାସ ଲେଖାଯାଇଛି, ଷ୍ଟାଡିୟମ୍ ପ୍ୟାକ୍ ଅଛି, ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଛି, ଦିଲ୍-ଲୁମିନିଟି ଟୁର୍' ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 28, 2024, 11:00 PM IST