ରଥଯାତ୍ରା 2024: ଚଳଚଞ୍ଚଳ ରଥଖଳା, ଫଟୋରେ ଦେଖନ୍ତୁ ଖବର - Ratha Khala - RATHA KHALA

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ରଣ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ସେବକ । ଅନୁକୂଳ ପୂଜା ପୂର୍ବକ 3 ରଥର 'ଚାରି ନାହାକା' ଉଠି ରଥ ପାର୍ଶ୍ଵ ଦଣ୍ଡାମାନଙ୍କରେ ଗୁଜ ଓ ଜଳଯନ୍ତ୍ର ଖଞ୍ଜାଯାଇ ଗୁଜ ଉପରେ ବିରାଡ଼ି ପଡ଼ିଛି । ଏହାସହ 3 ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ସେଟିଂ କରାଯାଇଛି ।
(ETV Bharat Odisha)

Published : Jun 19, 2024, 7:02 PM IST