ETV Bharat / lifestyle

ଧନତେରାସରେ ହେବ ମା' ଲକ୍ଷ୍ମୀଙ୍କ କୃପା, ଏହି ରାଶିର ବ୍ୟକ୍ତିଙ୍କ ଧନପ୍ରାପ୍ତି

ଆସନ୍ତା ୨୯ ତାରିଖରେ ଧନତେରସ । ଧନର ଦେବୀ ମା' ଲକ୍ଷ୍ମୀ ଓ ଧନଦେବତା କୁବେରଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ଧନବର୍ଷା ।

DHANTERAS 2024 HOROSCOPE
DHANTERAS 2024 HOROSCOPE (ETV Bharat Odisha)
author img

By ETV Bharat Odisha Team

Published : 7 hours ago

ହାଇଦ୍ରାବାଦ: ଆଉ କିଛିଦିନ ପରେ ଧନତେରାସ । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳନ କରାଯାଏ । ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା' ଲକ୍ଷ୍ମୀ ଓ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରନ୍ତି । ତେବେ ଧନତେରାସ ପୂର୍ବରୁ ମା' ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ରାଶିଙ୍କ ଭାଗ୍ୟରେ ଆସୁଛି ବଡ଼ ପରିବର୍ତ୍ତନ । ଏହି ୬ ରାଶିର ବ୍ୟକ୍ତିଙ୍କ ଦୂର ହେବ ଅର୍ଥ ସମସ୍ୟା । ପ୍ରତ୍ୟେକ ସ୍ତରରୁ ଧନପ୍ରାପ୍ତି ହେବ । ଏହାସହ ମା'ଙ୍କ କରୁଣାରୁ ଲାଗି ରହିଥିବା ଧାର କରଜ ମଧ୍ୟ ଦୂର ହେବ । ତେବେ କେଉଁ ରାଶି ଉପରେ ମା'ଙ୍କ କରୁଣା ବୃଷ୍ଟି ହେବ ଜାଣନ୍ତୁ ।

DHANTERAS 2024 HOROSCOPE
DHANTERAS 2024 HOROSCOPE (ARIES)

ମେଷ: ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ରାଶିଙ୍କ ଭାଗ୍ୟରେ ଧନପ୍ରାପ୍ତିର ସଂକେତ ରହିଛି । ଏକ ବଡ଼ କାର୍ଯ୍ୟର ଅୟମାରମ୍ଭ କରିବେ, ଏହାସହ ସେଥିରେ ସଫଳତା ମଧ୍ୟ ହାସଲ କରିବେ । ନିଜ ପିତାମାତାଙ୍କ ଖୁସି ପାଇଁ ସେମାନଙ୍କୁ ବିଦେଶ ବୁଲାଇବାକୁ ନେଇପାରନ୍ତି । ନୂତନ ଚାକିରିର ରାସ୍ତା ଉଜ୍ଜଳ ରହିଛି । କ୍ୟାରିୟରରେ ଅଗ୍ରଗତି ହେବ । ଆୟ ବୃଦ୍ଧିରେ କୌଣସି ପ୍ରତିବନ୍ଧ ଆପଣଙ୍କ ପାଖ ମାଡିବ ନାହିଁ । ଏକ ନୂତନ ଘର କିମ୍ବା କାର କିଣିବେ । ଏଥିପାଇଁ ନିଜ ସମ୍ପର୍କିୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ । ନୂତନ ପଦ ଏବଂ ଦାୟିତ୍ୱ ପାଇବେ । ସମାଜରେ ନିଜ କାର୍ଯ୍ୟ ପାଇଁ ସମ୍ମାନ ବୃଦ୍ଧି ପାଇବ । ଶତ୍ରୁମାନେ ପରାସ୍ତ ହେବେ । ଗୁପ୍ତଧନ ମିଳିବାର ସମ୍ଭାବନା ରହିଛି ।

DHANTERAS 2024 HOROSCOPE
DHANTERAS 2024 HOROSCOPE (GEMINI)

ମିଥୁନ: ଧନତେରାସ ପୂର୍ବରୁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଘଟିବ । କରଜ ଦେଇଥିବା ଟଙ୍କା ଆପଣଙ୍କ ହାତକୁ ଫେରିବ । ଘର ତୋଳିବା ପାଇଁ ଯୋଜନା କରିବେ । ଏଥିପାଇଁ ବ୍ୟାଙ୍କରୁ ଋଣ ମିଳିବାରେ ସହଜ ହେବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ଆପଣଙ୍କୁ ଆକଷ୍ମିକ ଧନ ପ୍ରାପ୍ତ ହେବ । ପରିବାର କିମ୍ବା ସାଙ୍ଗମାଥୀମାନଙ୍କ ପାଖରୁ ଏକ ମୂଲ୍ୟବାନ ଉପହାର ପାଇପାରନ୍ତି । ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ପାଇବେ । ଆପଣଙ୍କ ଉପରେ ମା' ଲକ୍ଷ୍ମୀଙ୍କ ଅଶେଷ କୃପାଲାଭ ହେବ । ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଭାବରେ ଉପକୃତ ହେବେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସଫଳ ହେବ ।

DHANTERAS 2024 HOROSCOPE
DHANTERAS 2024 HOROSCOPE (LEO)

ସିଂହ: ଧାର, କରଜ ଋଣ ମୁକ୍ତ ହେବେ । ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଆୟ ବୃଦ୍ଧି ଘଟିବ । ବ୍ୟବସାୟରେ ନୂତନ ଉତ୍ସ ସୃଷ୍ଟି ହେବ । ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ଘଟିବ । ମୋଟା ଅଙ୍କର ବୋନସ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି ଏକ ଲଟେରୀରୁ ଲାଭବାନ ହୋଇପାରନ୍ତି । ସରକାରୀ ସ୍ତରରୁ ଲାଭବାନ ହେବେ । ନୂତନ ଚାକିରି ସୁଯୋଗ ଉପଲବ୍ଧ ହୋଇପାରେ । ଅଯଥା ଖର୍ଚ୍ଚ ରୋକିବାକୁ ସକ୍ଷମ ହେବେ । ଫଳରେ ଆପଣ ସେଭିଂ କରିପାରିବେ । ନିବେଶରୁ ଲାଭବାନ ହେବ । ଜମିବାଡ଼ି କିଣିବେ ।

DHANTERAS 2024 HOROSCOPE
DHANTERAS 2024 HOROSCOPE (LIBRA)

ତୁଳା: ଆପଣଙ୍କ ରାଶିରେ ଗ୍ରହ ଚଳନ ଦୃଢ଼ ରହିଥିବାରୁ ଆମଣ ଶକ୍ତିଶାଳୀ ଅନୁଭବ କରିବେ । ଧନତେରାସରେ ନୂତନ ବ୍ୟବସାୟ ଆରମ୍ଭ କରିବେ । ଧନତେରାସ ପୂର୍ବରୁ ଆପଣଙ୍କୁ ଏକ ମୂଲ୍ୟବାନ ଧାତୁ ମିଳିପାରେ । ଋଣ ଦେଇଥିବା ଟଙ୍କା ସହଜରେ ଆପଣଙ୍କ ପକେଟକୁ ଫେରିବ । ଆପଣଙ୍କ ଗୃହରେ ପୂର୍ବ-ଦକ୍ଷିଣ ଦିଗରେ ରହୁଥିବା କୌଣସି ବନ୍ଧୁଙ୍କ ସହାୟତା ପାଇ ଆଗକୁ ବଢ଼ିବେ । ବ୍ୟବସାୟରେ କରାଯାଇଥିବା ପରିବର୍ତ୍ତନ ଲାଭଦାୟକ ପ୍ରମାଣିତ ହେବ । କୌଣସି ଏକ କ୍ଷେତ୍ରରୁ ମୋଟା ଅଙ୍କର ଟଙ୍କା ମିଳିବାର ଯୋଗ ରହିଛି । କ୍ୟାରିୟର କ୍ଷେତ୍ରରେ ଚାପ ଅନୁଭବ କରୁଥିଲେ ସେଥିରୁ ମୁକ୍ତି ପାଇବେ ।

DHANTERAS 2024 HOROSCOPE
DHANTERAS 2024 HOROSCOPE (CAPRICORN)

ମକର: ଧନତେରାସରେ ମକର ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ । ମା' ଲକ୍ଷ୍ମୀଙ୍କ କୃପାରୁ ଏକ ବଡ଼ ଖୁସି ଖବର ପ୍ରାପ୍ତ ହେବ । ଏହା ଚାକିରି ପାଇଁ ଆଶାୟୀଥିବା ବ୍ୟକ୍ତିଙ୍କ ପାଇଁ ଚାକିରି ସୁଯୋଗ ହୋଇପାରେ ଏବଂ ବ୍ୟବସାୟୀଙ୍କୁ ବଡ଼ ଚୁକ୍ତି ସ୍ବାକ୍ଷର କରିବାର ହୋଇପାରେ । ବହୁଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ । ଆପଣଙ୍କ ଭାଗ୍ୟର ସମର୍ଥନ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ପାଇବେ । ଘର କିମ୍ବା ଗାଡ଼ି କିଣିପାରନ୍ତି । ଏଥିପାଇଁ ଆପଣଙ୍କୁ ଏଗ ଗୁପ୍ତସ୍ତରରୁ ଧନପ୍ରାପ୍ତି ହୋଇପାରେ । ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ ।

DHANTERAS 2024 HOROSCOPE
DHANTERAS 2024 HOROSCOPE (PISCES)

ମୀନ: ଆପଣଙ୍କ ରାଶିରେ ଗ୍ରହ ଚଳନ ଭଲ ଥିବାରୁ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ମାଟିକୁ ବି ସୁନା କରିଦେବା ଭଳି ଦକ୍ଷତା ଆପଣଙ୍କ ପାଖରେ ରହିବ । ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ । ଟଙ୍କା ସଞ୍ଚୟ କରିବାର ଉପାୟ ମିଳିବ । ଉପହାର ସ୍ବରୁପ କୌଣସି ଦାମୀ ରତ୍ନ ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଧନତେରାସରେ ଏକ ଦାମୀ ରତ୍ନର ମୂର୍ତ୍ତି ଘରକୁ ଆଣିପାରନ୍ତି । ଧନର ଦେବୀ ମା' ଲକ୍ଷ୍ମୀ ଓ ଧନଦେବତା କୁବେର ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଯାହା ଫଳରେ ଆପଣଙ୍କର କୌଣସି ଅର୍ଥ ସମସ୍ୟା ରହିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.