ETV Bharat / bharat

ମାର୍ଚ୍ଚ 13 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Mar 13, 2024, 12:06 AM IST

13th March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: କୌଣସି ନୂଆ କାମ ଆରମ୍ଭପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ରହିଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।

ବୃଷ: କିଣାକିଣିପାଇଁ ଦିନଟି ସ୍ଥିରୀକୃତ ହୋଇଛି । ମଲ ମାର୍କେଟ, ଡଲାର ଷ୍ଟୋର କିମ୍ବା ମୂଲଚାଲ କାଉଣ୍ଟର ବୁଲାବୁଲି କରିପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିପାରନ୍ତି ।

ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେଵ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । ଯାହା ହେଉ ଆପଣ ତାଙ୍କୁ ପରାସ୍ତ କରିଵେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ ।

କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ ନ ଉପୁଜିବାପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୂରେଇ ରଖନ୍ତୁ ।

ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟା ରହିପାରେ ।

କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେଵ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା: ଆପଣ ନିଜର ଵ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରଵାରରେ ପରିଚିତ କରାଇଵେ । ନୂଆ ଵସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେଵେ । ଆଜିର ଦିନଟି ଆପଣ ନିଜ ସ୍ବପ୍ନ ରାଇଜରେ ବିତାଇଵେ ।

ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଏବଂ ଖୁସିବାସି ଭରା ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତୃମାନେ ପରାସ୍ତ ସ୍ୱୀକାର କରିବେ ।

ଧନୁ: କଷ୍ଟ କଲେ କୃଷ୍ଣ ମିଳିବ । ଯେତେଵେଳେ ଆପଣ କଠିନ ପରିସ୍ଥିତି ଦେଇ ନିଜ କାମ କରୁଥାନ୍ତି, ସେଥିରୁ ମିଳିଵାକୁ ଥିଵା ଫଳ ନିହାତି ମିଠା ହେଵ । ବନ୍ଧୁ ଓ ପରିଵାର ସହ ହସଖୁସି ଓ ଖାଦ୍ୟପେୟର ସମୟ । ଆଜି ଦିନଟି କୌତୁକରେ ଭରା ।

ମକର: ପ୍ରଥମରୁ ଯଦି ସଫଳତା ପାଉନାହାନ୍ତି, ଚେଷ୍ଟା କରନ୍ତୁ । ଅନେକ ଲୋକ ଧୈର୍ଯ୍ୟ ଓ ଅଧ୍ୟବସାୟାର ଶକ୍ତିକୁ ଗୌଣ ମନେ କରନ୍ତି । କିନ୍ତୁ ଏହି ସବୁ ଗୁଣ ଆପଣଙ୍କୁ ସଫଳତା ଆଡ଼କୁ ନେଇଯିଵ । ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ, ଵିଶେଷ କରି ସେତେଵେଳେ ଯେତେଵେଳେ ନିଜ ଯୋଜନା ମୁତାବକ ଫଳ ମିଳୁନାହିଁ ।

କୁମ୍ଭ: ଧୈର୍ଯ୍ୟ ଓ ପ୍ରାକ୍ଟିକାଲିଟିର ବଡ଼ ଆଶୀର୍ଵାଦ ଆପଣଙ୍କ ଉପରେ ଅଛି । ଆପଣ ଯେକୌଣସି ସମସ୍ୟାକୁ ସମାଧନ କରିପାରିଵେ । କିନ୍ତୁ ଆପଣଙ୍କ ଚାରିପାଖର ଲୋକମାନେ କିଛିନା କିଛି କହିଵେ । ଏହା ଆପଣଙ୍କୁ ବିଷାଦଗ୍ରସ୍ତ କରିଵ ।

ମୀନ: ଆପଣଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ । ଏହି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ବିଶେଷ ଭାବରେ ଭାଷା ଏବଂ ରାଗ ଏହା ମଧ୍ୟ ଆପଣଙ୍କ ଜୀବନରେ ଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ଲାଗୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.