ବାସେଲ: ଭାରତୀୟ ଷ୍ଟାର ବ୍ୟାଟମିଣ୍ଟନ ଷ୍ଟାର କିଦାମ୍ବି ଶ୍ରୀକାନ୍ତ ଗୁରୁବାର ଫ୍ରାନ୍ସର ଥୋମାସ ରାଉକ୍ସେଲଙ୍କୁ ହରାଇ ସ୍ବିସ ଓପନ ସୁପର 300 ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । 52 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ 21-10, 14-21, 21-14 ସେଟ୍ରେ ବିଜୟୀ ହୋଇଛନ୍ତି ଶ୍ରୀକାନ୍ତ ।
ଏଚ.ଏସ୍ ପ୍ରଣୟଙ୍କୁ ହରାଇଥିବା ନେରଲାଣ୍ଡସର ମାର୍କ କାଲିଓଉଭ କିମ୍ବା କାଣ୍ଟାଫନ ୱଙ୍ଗଚାରୋଏନଙ୍କୁ କ୍ବାର୍ଟରରେ ଭେଟିବେ ଶ୍ରୀକାନ୍ତ ।