ଓଡିଶା

odisha

By ETV Bharat Odisha Team

Published : Jun 26, 2024, 11:06 AM IST

Updated : Jun 26, 2024, 12:24 PM IST

ETV Bharat / videos

ଓମ ବିର୍ଲା ବାଚସ୍ପତି ନିର୍ବାଚିତ: ଦେଖନ୍ତୁ ଲୋକସଭାରୁ LIVE... - Parliament Session Live

ନୂଆଦିଲ୍ଲୀ: 24 ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ଲୋକସଭାର ଆଜି ତୃତୀୟ କାର୍ଯ୍ୟଦିବସ । ଉଦଘାଟନୀ ଦିବସ ଓ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଓ ସମସ୍ତ ସାଂସଦମାନେ ଶପଥ ଗ୍ରହଣ କରିସାରିଥିବା ବେଳେ ବାଚସ୍ପତି ନିର୍ବାଚନ ହେବ । ଏନଡିଏ ମେଣ୍ଟରୁ ଓମ ବିର୍ଲା ଓ ‘ଇଣ୍ଡିଆ’ ମେଣ୍ଟରୁ କେ ସୁରେଶ ପ୍ରାର୍ଥୀ ଭାବେ ଗତକାଲି ନାମାଙ୍କନ ଦାଖଲ କରିସାରିଛନ୍ତି । ଆଜି ଭୋଟିଂ ହେବ । ପ୍ରଧାନମନ୍ତ୍ରୀ ମୋଦି ‘ଏନଡିଏ’ ମେଣ୍ଟ ପକ୍ଷରୁ ବିର୍ଲାଙ୍କ ପ୍ରସ୍ତାବ ଆଗତ କରିବେ । 1976 ମସିହା ପରେ ପ୍ରଥମ ଥର ଲୋକସଭା ବାଚସ୍ପତି ପଦ ପାଇଁ ଗୃହରେ ଭୋଟିଂ ହେବ । 28 ତାରିଖରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମିଳିତ ଗୃହକୁ ସମ୍ବୋଧିତ କରିବେ । ଏହା ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ଏଥିରେ ଉଭୟ ଶାସକ ଓ ବିରୋଧୀ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି । ଦେଖନ୍ତୁ ଲୋକସଭାରୁ LIVE... 
Last Updated : Jun 26, 2024, 12:24 PM IST

ABOUT THE AUTHOR

...view details