ଓଡିଶା

odisha

By ETV Bharat Odisha Team

Published : Jun 5, 2024, 8:32 PM IST

ETV Bharat / videos

ସରିଲା ଗଣତନ୍ତ୍ରର ମହାପର୍ବ, ଜିତିବା ପରେ କଣ କହିଲେ ବିଜୟୀ ନେତା - LOK SABHA ELECTION RESULTS 2024

ଭୁବନେଶ୍ବର: ଶେଷ ହୋଇଛି ନିର୍ବାଚନ । ରାଜ୍ୟରେ ବିଜେପି ଏକାକୀ ଜନମତ ହାସଲ କରିଛି । ଓଡ଼ିଶାରେ ଦୀର୍ଘ ଅଢେଇ ଦଶନ୍ଧିର ସରକାରର ପତନ । ଧ୍ବଂସ ହେଲା ବିଜେଡିର ଅଭେଦ୍ୟ ଗଡ଼ । ସବୁ କଳ୍ପନାଜଳ୍ପନା ଓ ଆକଳନକୁ ପଛରେ ପକାଇ ଅପ୍ରତ୍ୟାଶିତ ଭାବେ ଓଡ଼ିଶାରେ ବଡ଼ ବିଜୟ ରେକର୍ଡ କରିଛି ବିଜେପି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳକୁ ବୃହତ୍ ପରାଜୟର ସାମ୍ନା କରିବାକୁ ପଡିଛି । ଏହାରି ସହିତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବାର ସ୍ବପ୍ନ ଅଧୁରା ରହିଛି ନବୀନଙ୍କର । ବିଧାନସଭାରୁ ୧୪୭ ଆସନରୁ ୭୮ ଏବଂ ୨୧ ଲୋକସଭା ଆସନରୁ ୨୦ ଆସନ ଜିତି ବିଜେପି ବିଜୟ ହାସଲ କରିଛି । ତେବେ ଆସନ୍ତୁ ଦେଖିବା ବିଜୟୀ ପ୍ରାର୍ଥୀମାନେ କ'ଣ କହୁଛନ୍ତି  । 

 ଏହା ମଧ୍ୟ ପଢନ୍ତୁ ......କିଏ ହେବ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ: ରେସ୍‌ରେ ଚର୍ଚ୍ଚିତ ଚେହେରା, ଜାଣନ୍ତୁ ସିଲେକ୍ସନ ଫର୍ମୁଲା - New Chief Minister Of Odisha


ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details