ଓଡିଶା

odisha

By ETV Bharat Tech Team

Published : Sep 26, 2024, 5:21 PM IST

ETV Bharat / technology

15ହଜାର ଭିତରେ ବେଷ୍ଟ ସ୍ମାର୍ଟଫୋନ; ତାଲିକାରେ କିଏ ନଜର ପକାନ୍ତୁ - Best Smartphones under 15K

Best Smartphones Under 15K: ଫେଷ୍ଟିଭ ସିଜନରେ ଏକ ବଜେଟ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି ? ଯଦି 15ହଜାର ଭିତରେ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ଲାଗି କିଛି ଅପସନ ଆଣିଛୁ । ଯାହାକି କମ ଦାମରେ ମାର୍କେଟରେ ଉପଲବ୍ଧ । ନଜର ପକାନ୍ତୁ...

Best Smartphones Under 15K
Best Smartphones Under 15K (ETV Bharat)

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଫେଷ୍ଟିଭ ସେଲ୍‌ । ଏହି ଅଫରରେ ଅନେକ ମୋବାଇଲ କିଣିବାକୁ ଆଗ୍ରହ ରଖିଥାନ୍ତି । ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ବଜେଟ 15ହଜାର ଟଙ୍କା ଭିତରେ ରହିଛି, ତେବେ ଆମେ ଆପଣଙ୍କୁ କିଛି ସ୍ମାର୍ଟଫୋନ ସମ୍ପର୍କରେ କହିବୁ । ଯାହାକି 15ହଜାର ଭିତରେ ଆପଣଙ୍କ ଲାଗି ଭଲ ଅପସନ ହୋଇପାରେ ।

10ହଜାର ଟଙ୍କା ଭିତରେ ଭଲ ସ୍ମାର୍ଟଫୋନ:-

Samsung A14 5G:

  • ଯଦି ଆପଣ ସାମସଙ୍ଗ ବ୍ରାଣ୍ଡର 5G ସ୍ମାର୍ଟଫୋନ ତାହା ପୁଣି 10ହଜାର ଟଙ୍କା ଭିତରେ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ଲାଗି ଭଲ ଅପସନ ହୋଇପାରେ ।
  • ଡିସପ୍ଲେ: 6.6 ଇଞ୍ଚ Full HD+
  • କ୍ୟାମେରା: 50MP
  • ବ୍ୟାଟେରୀ: 5000 mAh
  • ଦାମ: Rs.9,999
  • ଏହାର ଚାର୍ଜରକୁ ଆପଣଙ୍କୁ ଅଲଗା କିଣିବାକୁ ପଡ଼ିବ ।
Also Read:ଫୋନ ଚାର୍ଜ ବେଳେ ଫଲୋ କରନ୍ତୁ ଏହି Rule; ବର୍ଷ ବର୍ଷ ଚାଲିବ ବ୍ୟାଟେରୀ

Motorola G34 5G:

  • ମୋଟୋରୋଲା ଜି34 5ଜି ଫୋନ 10ହଜାର ଟଙ୍କା ଭିତରେ ଅନ୍ୟ ଏକ ଅପସନ ହୋଇପାରେ ।
  • ଡିସପ୍ଲେ:6.5 ଇଞ୍ଚ HD+
  • ବ୍ୟାଟେରୀ: 5000 mAh
  • ପ୍ରୋସେସର:ସ୍ନାପଡ୍ରାଗନ 695
  • ଦାମ: Rs.9,999

IQOO Z9 Lite:

  • ଯେଉଁମାନେ କମ ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ IQOO Z9 ଲାଇଟ୍‌ ହ୍ୟାଣ୍ଡସେଟଟି କିଣିପାରିବେ ।
  • ପ୍ରୋସେସର:ମେଡିଆଟେକ୍‌ ଡାଇମେନସିଟି 6300
  • କ୍ୟାମେରା:50MP
  • ବ୍ୟାଟେରୀ: 5000 mAh
  • ଦାମ: Rs.9,499
Also Read:ଆସିଗଲା Vivo ଫୋଲ୍ଡେବଲ ସ୍ମାର୍ଟଫୋନର ନୂଆ ଭାରିଏଣ୍ଟ; ଲଞ୍ଚ ହେଲା ହ୍ବାଇଟ Vivo X Fold 3 Pro

Redmi 13C 5G:

  • ପ୍ରୋସେସର: ମିଡିଆଟେକ ଡାଇମେନସିଟି 6100+
  • କ୍ୟାମେରା: 50 MP AI ଡୁଆଲ
  • ବ୍ୟାଟେରୀ: 5000 mAh
  • ଦାମ:Rs 8,999 (ସ୍ପେଶାଲ ଅଫର)

15ହଜାର ଟଙ୍କା ଭିତରେ ବେଷ୍ଟ ସ୍ମାର୍ଟଫୋନ:

Samsung M35 5G:

  • ବ୍ୟାଟେରୀ: 6000 mAh
  • ପ୍ରୋସେସର: Exynos 1380
  • କ୍ୟାମେରା:50MP
  • ଦାମ: Rs.13,749
  • ଏହାର ଚାର୍ଜରକୁ ଅଲଗା ଭାବେ କିଣିବାକୁ ପଡ଼ିବ ।

Motorola G64 5G:

  • ଡିସପ୍ଲେ: 6.5 ଇଞ୍ଚ Full HD+ LCD
  • ବ୍ୟାଟେରୀ: 6000 mAh
  • କ୍ୟାମେରା: 50MP
  • ଦାମ:Rs.13,999

Oppo K12X:

  • ଓପୋର ଏହି ମୋବାଇଲଟି OnePlus Nord CE4 ସହିତ ପ୍ରାୟତଃ ସମାନ ।
  • ଏହି ଫୋନର ସ୍ପେଶାଲିଟି ହେଉଛି ଡ୍ୟାମେଜ ପ୍ରୁଫ ବଡି । ଯାହାକି ସହଜରେ ଭାଙ୍ଗିବ ନାହିଁ ।
  • ଡିସପ୍ଲେ: 6.67 inch HD
  • କ୍ୟାମେରା:32MP
  • ବ୍ୟାଟେରୀ: 5100 mAh
  • ଦାମ: Rs.10,999

Lava blaze curve:

  • ଯେଉଁମାନେ କର୍ଭ ଫୋନ ଚାହୁଁଛନ୍ତି, ସେମାନେ ଲାଭାର ଏହି ହ୍ୟାଣ୍ଡସେଟଟି କିଣିପାରନ୍ତି ।
  • ଡିସପ୍ଲେ:6.67 ଇଞ୍ଚ କର୍ଭଡ AMOLED
  • ମେନ କ୍ୟାମେରା: 64 MP
  • ଫ୍ରଣ୍ଟ କ୍ୟାମେରା: 32MP
  • ଦାମ: Rs.14,499
Also Read:50MP ସେଲଫି କ୍ୟାମେରା ସହ ଲଞ୍ଚ ହେଲା Samsung Galaxy M55s 5G, ଦାମ ଏତିକି

ABOUT THE AUTHOR

...view details