ହାଇଦ୍ରାବାଦ:ଆସର (Acer) ନୂଆ ଲ୍ୟାପଟପ Swift 14 AI ଓ 16 AI ଲଞ୍ଚ କରିଛି । ଆସରର ପ୍ରଥମ ସ୍ବିଫ୍ଟ ମଡେଲରେ Intel Core Ultra ପ୍ରୋସେସର ରହିଛି । ଏହି ଲ୍ୟାପଟପ୍ ବହୁତ ପତଳା ଥିବା ବେଳେ ଦେଖିବାକୁ ଆକର୍ଷଣୀୟ ରହିଛି । ଏହାର ପରଫର୍ମାନ୍ସ, ବ୍ୟାଟେରୀ ଓ ଲମ୍ବା ବ୍ୟାଟେରୀ ଲାଇଫ ସହିତ AI ଫିଚର ମଧ୍ୟ ରହିଛି । ଯାହାକି ବଜାରରେ ଏହାର ଚର୍ଚ୍ଚା ବଢାଇଛି । ଏଥିରେ ଆପଣ ଉଭୟ ନିଜ କାମ ଓ କ୍ରିଏଟିଭ କାମ ମଧ୍ୟ କରିପାରିବେ ।
Swift 14 AI, Swift 16 AI ଲ୍ୟାପଟପ୍ର ବିଶେଷତା:-
- ଅପରେଟିଂ ସିଷ୍ଟମ: Windows 11 Home
- ପ୍ରୋସେସର: ସ୍ନାପଡ୍ରାଗନ X ପ୍ଲସ 8-core ପ୍ରୋସେସର
- ଗ୍ରାଫିକ୍ସ: Qualcomm* AdrenoTM GPU
- ଇନଷ୍ଟଲଡ୍ ସଫୱେର: MS Office Home, Student
- ପ୍ରଡକ୍ଟ ଟାଇପ: ଲ୍ୟାପଟପ କମ୍ପ୍ୟୁଟର
- ବ୍ୟାଟେରୀ: 75Wh ବ୍ୟାଟେରୀ କ୍ଷମତା, 28ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ
- ଷ୍ଟୋରେଜ:32 GB LPDDR5X RAM ଓ 2 TB PCIe Gen 4 NVMe SSD ଷ୍ଟୋରେଜ
- ସିକ୍ୟୁରିଟି: ଫେସ ରିଡର ଓ ଫିଙ୍ଗରପ୍ରିଣ୍ଟ ରିଡର
- ଭିଡିଓ:ଅଡିଓ କଲ୍ ଉପଲବ୍ଧ
- କନେକ୍ଟିଭିଟି: Wi-Fi 7, Bluetooth 5.4, Thunderbolt 4 ଓ HDMI 2.1 ପୋର୍ଟ
- ଦାମ: Rs. 1,29,999